ETV Bharat / state

କଲଭର୍ଟ ତଳୁ 50 କେଜି ଓଜନର ଲ୍ୟାଣ୍ଡମାଇନ୍ସ ଜବତ - gajapati

ଗଜପତି ଜିଲ୍ଲାର ଅଡ଼ବା ଥାନା ଅନ୍ଧାରି ଘଟି ରାସ୍ତା ଏକ କଲଭର୍ଟ ତଳୁ 2ଟି ଲ୍ୟାଣ୍ଡମାଇନ୍ସ ଠାବ କରିଛି ପୋଲିସ। ଏସପିଙ୍କ ନେତୃତ୍ୱରେ ଅଡବା ଥାନା ପୋଲିସ ଓ ଏସଏସବିଏନ ଟିମ ମିଳିତ ଭାବେ ଚଢାଉ କରି ଅନ୍ଧାରିଘାଟି କଲଭଟ ତଳୁ 2ଟି ଲ୍ୟାଣ୍ଡମାଇନ୍ସ ଜବତ କରିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Apr 9, 2019, 11:57 PM IST

ଗଜପତି: ଜିଲ୍ଲାର ଅଡ଼ବା ଥାନା ଅନ୍ଧାରି ଘଟି ରାସ୍ତା ଏକ କଲଭର୍ଟ ତଳୁ 2 ଟି ଲ୍ୟାଣ୍ଡମାଇନ୍ସ ଠାବ କରିଛି ପୋଲିସ। ଯାହାର ଓଜନ 50 କେଜି ବୋଲି ଅନୁମାନ କରାଯାଉଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଏସପିଙ୍କ ନେତୃତ୍ୱରେ ଅଡବା ଥାନା ପୋଲିସ ଓ ଏସଏସବିଏନ ଟିମ ମିଳିତ ଭାବେ ଚଢାଉ କରି ଏହି ଲ୍ୟାଣ୍ଡମାଇନ୍ସ ଜବତ କରିଥିଲା ।

ତେବେ ନିର୍ବାଚନ ପାଇଁ ବଡ ଧରଣର ଅଘଟଣ ଘଟାଇବା ପାଇଁ ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍ସ ପୋଲ ତଳେ ଖଞ୍ଜି ଥିବା ଅନୁମାନ କରାଯାଉଛି ।

ବିଶେଷ ସୂତ୍ରରୁ ଖବର ପାଇ ଗଜପତି ଏସ୍‌ପି ଓ ବୋମା ନିଷ୍କ୍ରିୟ ଟିମ ଘଟଣାସ୍ଥଳରେ ପହଞ୍ଚି ଲ୍ୟାଣ୍ଡମାଇନ୍ସକୁ ନିଷ୍କ୍ରିୟ କରିଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.