ETV Bharat / state

ହୋମଗାର୍ଡ ବାପା ପୁଅ ମିଶି ଚଳାଉଥିଲେ ଲୁଟେରା ଗ୍ୟାଙ୍ଗ, 24 ବାଇକ ସହ 6 ଗିରଫ

ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗଜପତି ପୋଲିସ । ଏହି ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ 24ଟି ବାଇକ ଜବତ କରିବାରେ ସକ୍ଷମ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Sep 7, 2020, 5:53 PM IST

ଚୋରୀ ରାକେଟ ଠାବ, 24ଟି ବାଇକ ସହ 6 ଗିରଫ
ଚୋରୀ ରାକେଟ ଠାବ, 24ଟି ବାଇକ ସହ 6 ଗିରଫ

ଗଜପତି: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗଜପତି ପୋଲିସ । ତେବେ ସଫଳତା ପାଇବା ବେଳେ ଯାହା ସାମ୍ନାକୁ ଆସିଥିଲା ତାହାକୁ ନେଇ ନିଜେ ପୋଲିସ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଯାଇଥିଲେ । ଏହି ଗ୍ୟାଙ୍ଗରେ ଜଣେ ହୋମଗାର୍ଡ ଏବଂ ତାଙ୍କ ପୁଅ ମଧ୍ୟ ସାମିଲ ହୋଇଛନ୍ତି ।

ଚୋରୀ ରାକେଟ ଠାବ, 24ଟି ବାଇକ ସହ 6 ଗିରଫ

ଏହି ଘଟଣାରେ ଜଡିତ ଥିବା ଅଭିଯୋଗରେ ପୋଲିସ 6 ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ 24ଟି ବାଇକ ଜବତ କରିବାରେ ସକ୍ଷମ ହୋଇଛି । ସୋମବାର ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦୀକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.