ETV Bharat / state

କ୍ବାରେଣ୍ଟାଇନ କେନ୍ଦ୍ରରେ କୋରୋନା କିଟ୍‌ ବାଣ୍ଟିଲେ ବିଧାୟକ - Gajapati MLA

ବିଧାୟକ ଦାସରଥୀ ଗମାଙ୍ଗ ନିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରି ଆର. ଉଦୟଗିରି ପରେ ମୋହନାର ୧୫ ଗୋଟି କ୍ବାରେଣ୍ଟାଇନ ଓ ଟିଏମସି ଗସ୍ତ କରି ୮୫୦ ପ୍ରବାସୀଙ୍କୁ ଆବଶ୍ୟକୀୟ କିଟ ସହ ଖାଦ୍ୟ ବଣ୍ଟନ କରିଛନ୍ତି।

gajapati-mla-distributed-corona-kits-at-the-quarantine-center
କ୍ବାରେଣ୍ଟାଇନ କେନ୍ଦ୍ରରେ କୋରୋନା କିଟ୍‌ ବାଣ୍ଟିଲେ ବିଧାୟକ
author img

By

Published : Jun 5, 2020, 2:17 AM IST

ଗଜପତି: ଜିଲ୍ଲା ଆର. ଉଦୟଗିରି ଓ ମୋହନାର ବିଭିନ୍ନ କ୍ବାରେଣ୍ଟାଇନ ଓ ଟିଏମସିରେ ଥିବା ପ୍ରବାସୀଙ୍କୁ କିଟ ଓ ଖାଦ୍ୟ ବାଣ୍ଟିଲେ ବିଧାୟକ । ବିଧାୟକ ଦାସରଥୀ ଗମାଙ୍ଗ ନିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରି ଆର. ଉଦୟଗିରି ପରେ ମୋହନାର ୧୫ ଗୋଟି କ୍ବାରେଣ୍ଟାଇନ ଓ ଟିଏମସି ଗସ୍ତ କରି ୮୫୦ ପ୍ରବାସୀଙ୍କୁ ଆବଶ୍ୟକୀୟ କିଟ ସହ ଖାଦ୍ୟ ବଣ୍ଟନ କରିଛନ୍ତି।

କ୍ବାରେଣ୍ଟାଇନ କେନ୍ଦ୍ରରେ କୋରୋନା କିଟ୍‌ ବାଣ୍ଟିଲେ ବିଧାୟକ

ଏଥିସହ କରୋନା ମୁକାବିଲାରେ ଯୋଦ୍ଧା ଭାବରେ ନିଜ ଦାୟିତ୍ବ ସମ୍ପନ୍ନ କରିଥିବା ବିଡ଼ିଓ, ତହସିଲଦାର ଓ ସରପଞ୍ଚଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.