ETV Bharat / state

ପୋଲିସ ହାତରେ ମିଛୁଆ ସାମ୍ବାଦିକ

ନିଜକୁ ସାମ୍ବାଦିକ କହୁଥିବା କୃଷ୍ଣ ଚନ୍ଦ୍ର ସାହୁ ଗଜପତି ଜିଲ୍ଲା ଗୁରାଣ୍ଡି ଗାଁର ସୁବ୍ରତ କୁମାର ପାତ୍ରଙ୍କ ରେଳୱେରେ ଚାକିରି କରାଇ ଦେବାକୁ ପ୍ରତିଶୃତି ଦେଇ 60ହଜାର ଟଙ୍କା ଅଗ୍ରୀମ ନେଇ ବୁଧବାର ଗିରଫ ହୋଇଛନ୍ତି ।

author img

By

Published : Sep 5, 2019, 1:48 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଧରାପଡିଲେ ମିଛୁଆ ସାମ୍ବାଦିକ । ଗତ କିଛି ବର୍ଷ ହେଲା ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ମିଛ ସାମ୍ବାଦିକ ନାମରେ ଲୋକଙ୍କୁ ଠକି ଆସୁଥିବା ଜଣେ ଯୁବକକୁ ଗଜପତି ପୋଲିସ ଗିରଫ କରିଛି । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ହୋଇଥିବା ଯୁବକ ଜଣଙ୍କ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଏବଂ ତାଙ୍କ ଘର ପାରଳାଖେମୁଣ୍ଡି ଥାନା ପରିସରରେ ବୋଲି ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୀତାରାମ ଶତପଥୀ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନା ଅନୁଯାୟୀ, ନିଜକୁ ସାମ୍ବାଦିକ କହୁଥିବା କୃଷ୍ଣ ଚନ୍ଦ୍ର ସାହୁ ଗଜପତି ଜିଲ୍ଲା ଗୁରାଣ୍ଡି ଗାଁର ସୁବ୍ରତ କୁମାର ପାତ୍ରଙ୍କ ରେଳୱେରେ ଚାକିରୀ କରାଇଦେବା ପ୍ରତିଶୃତି ଦେଇ 60ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ତେବେ ଦୀର୍ଘ ଦିନ ପରେ ମଧ୍ୟ ଚାକିରୀ ସଂପର୍କରେ କୌଣସି ସୂଚନା ନମିଳିବାରୁ ଟଙ୍କା ଫେରାଇବା ପାଇଁ ସୁବ୍ରତ ଦାବି କରିଥିଲେ ।

ମାତ୍ର ଟଙ୍କା ଫେରାଇବା ବଦଳରେ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ କୃଷ୍ଣ ଚନ୍ଦ୍ର । ଫଳରେ କୌଣସି ଉପାୟ ନପାଇ ସୁବ୍ରତ ପୋଲିସର ଦ୍ବାରସ୍ଥ ହୋଇଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଘଟଣାର ସତ୍ୟତା ଜଣାପଡିବା ପରେ ବୁଧବାର କୃଷ୍ଣ ଚନ୍ଦ୍ରଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - FAKE JOURNALIST ARREST
FORMAT - AVB
REPORTER- HARIHARA PATNAIK
PLACE - GAJAPATI
DATE - 04.09.2019
ଭିଓ - କେତେବେଳେ ସୂଚନା ଅଧିକାର କର୍ମୀ ତ କେତେବେଳେ ସାମ୍ବାଦିକ ପୁଣି ଆଉ କେତେବେଳେ ଆଇନଜୀବି। ବିଭିନ୍ନ ଲୋକଙ୍କ ନିକଟରେ ଏଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ଗତ କିଛି ବର୍ଷ ହେଲା ଲୋକଙ୍କୁ ଠକି ଆସୁଥିବା ଯୁବକ ଏବେ ପଡିଛି ପୁଲିସ ଜାଲରେ । ପୁଲିସ ହାତରେ ଧରାପଡ଼ିବା ପରେ ଦୀର୍ଘ ଦିନଧରି ଗଜପତି ଏବଂ ରାୟଗଡ଼ ଜିଲ୍ଲାରେ ବୁଲି ଲୋକଙ୍କୁ କିଭଳି ଠକୁଥିଲା ତାହା ଜଣାପଡିଛି । ଏହା ପରେ ପୁଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫବ୍ୟକ୍ତିଙ୍କ ନାଁ କୃଷ୍ଣ ଚନ୍ଦ୍ର ସାହୁ ଏବଂ ତାର ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ବୋଲି ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୀତାରାମ ଶତପଥୀ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲା ଗୁରାଣ୍ଡି ଗାଁର ସୁବ୍ରତ କୁମାର ପାତ୍ରଙ୍କ ରେଳ ବାଇରେ ଚାକିରି କରାଇଦେବା ପ୍ରତିଶୃତି ଦେଇ 60ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ତେବେ ଦୀର୍ଘ ଦିନ ପରେ ମଧ୍ୟ ଚାକିରି ସଂପର୍କରେ କୌଣସି ସୁଚନା ନମିଳିବାରୁ ଟଙ୍କା ଫେରାଇବା ପାଇଁ ସୁବ୍ରତ ଦାବୀ କରିଥିଲେ । ଟଙ୍କା ଫେରାଇବା ବଦଳରେ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ । ଫଳରେ କୌଣସି ଉପାୟ ନପାଇ ସୁବ୍ରତ ପୁଲିସର ଦ୍ବାରସ୍ଥ ହେବା ପର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଘଟଣାରେ ସତ୍ୟତା ଥିବା ଜଣାପଡିବା ପରେ ଆଜି ପୁଲିସ ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସପି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।
         ବାଇଟ - ସୀତାରାମ ଶତପଥୀ ( ଅତିରିକ୍ତ ଏସପି, ଗଜପତି )Body:SLUG - FAKE JOURNALIST ARREST
FORMAT - AVB
REPORTER- HARIHARA PATNAIK
PLACE - GAJAPATI
DATE - 04.09.2019
ଭିଓ - କେତେବେଳେ ସୂଚନା ଅଧିକାର କର୍ମୀ ତ କେତେବେଳେ ସାମ୍ବାଦିକ ପୁଣି ଆଉ କେତେବେଳେ ଆଇନଜୀବି। ବିଭିନ୍ନ ଲୋକଙ୍କ ନିକଟରେ ଏଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ଗତ କିଛି ବର୍ଷ ହେଲା ଲୋକଙ୍କୁ ଠକି ଆସୁଥିବା ଯୁବକ ବେ ପଡିଛି ପୁଲିସ ଜାଲରେ । ପୁଲିସ ହାତରେ ଧରାପଡ଼ିବା ପରେ ଦୀର୍ଘ ଦିନଧରି ଗଜପତି ଏବଂ ରାୟଗଡ଼ ଜିଲ୍ଲାରେ ବୁଲି ଲୋକଙ୍କୁ କିଭଳି ଠକୁଥିଲା ତାହା ଜଣାପଡିଛି । ଏହା ପରେ ପୁଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫବ୍ୟକ୍ତିଙ୍କ ନାଁ କୃଷ୍ଣ ଚନ୍ଦ୍ର ସାହୁ ଏବଂ ତାର ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ବୋଲି ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୀତାରାମ ଶତପଥୀ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲା ଗୁରାଣ୍ଡି ଗାଁର ସୁବ୍ରତ କୁମାର ପାତ୍ରଙ୍କ ରେଳ ବାଇରେ ଚାକିରି କରାଇଦେବା ପ୍ରତିଶୃତି ଦେଇ 60ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ତେବେ ଦୀର୍ଘ ଦିନ ପରେ ମଧ୍ୟ ଚାକିରି ସଂପର୍କରେ କୌଣସି ସୁଚନା ନମିଳିବାରୁ ଟଙ୍କା ଫେରାଇବା ପାଇଁ ସୁବ୍ରତ ଦାବୀ କରିଥିଲେ । ଟଙ୍କା ଫେରାଇବା ବଦଳରେ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ । ଫଳରେ କୌଣସି ଉପାୟ ନପାଇ ସୁବ୍ରତ ପୁଲିସର ଦ୍ବାରସ୍ଥ ହେବା ପର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଘଟଣାରେ ସତ୍ୟତା ଥିବା ଜଣାପଡିବା ପରେ ଆଜି ପୁଲିସ ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସପି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।
         ବାଇଟ - ସୀତାରାମ ଶତପଥୀ ( ଅତିରିକ୍ତ ଏସପି, ଗଜପତି Conclusion:SLUG - FAKE JOURNALIST ARREST

         ବାଇଟ - ସୀତାରାମ ଶତପଥୀ ( ଅତିରିକ୍ତ ଏସପି, ଗଜପତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.