ETV Bharat / state

Former MLA Bijay Jena No More: ଆରପାରିରେ ପୂର୍ବତନ ବିଧାୟକ ବିଜୟ କୁମାର ଜେନା - ପୂର୍ବତନ ବିଧାୟକ ବିଜୟ କୁମାରଙ୍କ ପରଲୋକ

ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ପରଲୋକ । ଗୁରାଣ୍ଡି ସ୍ଥିତ ପୈତୃକ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି (former MLA bijaya kumar jena passes away) । ଅଧିକ ପଢନ୍ତୁ

ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ପରଲୋକ
ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ପରଲୋକ
author img

By

Published : Jan 12, 2022, 9:34 AM IST

ଗଜପତି: ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ପରଲୋକ । ଗୁରାଣ୍ଡି ସ୍ଥିତ ପୈତୃକ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିବା ସୂଚନା ମିଳିଛି (former MLA bijaya kumar jena passes away) । ଜଣେ ଲଢୁଆ ଚାଷୀ ନେତା ଭାବେ ବେଶ୍‌ ପରିଚିତ ଥିଲେ ବିଜୟ କୁମାର ଜେନା ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । ବିଧାୟକ ଥିବା ସମୟରେ ନିଜ ଅଞ୍ଚଳ ପାଇଁ ତାଙ୍କର ବେଶ୍‌ ଅବଦାନ ରହିଛି । ହୃଦଘାତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ବିଜୟ କୁମାର ଜେନା । ଗତକାଲି ବିଳମ୍ବିତ ରାତିରେ ପୈତୃକ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.