ETV Bharat / state

କୋରୋନା ଭୟ: ବଜାରରେ ବୁଲି ବ୍ୟବସାୟୀଙ୍କୁ ସଚେତନ କଲେ ସାରା - Corona awareness

ଗଜପତି ଜିଲ୍ଲାରେ କୋରୋନା ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି ଏସପି ସାରା ଶର୍ମା ରାସ୍ତା ଉପରେ ବୁଲି ସପିଙ୍ଗ ମଲ ଏବଂ ଅନାବଶ୍ୟକ ଦୋକାନ ବନ୍ଦ କରିବା ସହ ଲୋକଙ୍କୁ ସଚେତନ କରିଥିଲେ ।

Corona awareness in paralakhemundi
କୋରୋନା ଭୟ : ପାରଳାଖେମୁଣ୍ଡିରେ ପୋଲିସ ପ୍ରଶାସନ ତରଫରୁ ସଚେତନ
author img

By

Published : Mar 20, 2020, 8:03 PM IST

ଗଜପତି: କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସତର୍କତା ପଦକ୍ଷେପ ନେଉଛନ୍ତି । ଆକାଂକ୍ଷା ମହିଳା ସଂଗଠନ ଓ ପୋଲିସ ପ୍ରଶାସନ ତରଫରୁ ଆଜି ପାରଳାଖେମୁଣ୍ଡିର ଅନେକ ଜନଗହଳି ପୁର୍ଣ୍ଣ ସ୍ଥାନରେ ଲୋକଙ୍କୁ ସଚେତନ କରାଇଥିଲେ ।

କୋରୋନା ଭୟ : ପାରଳାଖେମୁଣ୍ଡିରେ ପୋଲିସ ପ୍ରଶାସନ ତରଫରୁ ସଚେତନ

କୋରୋନା ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି ଆଜି ଗଜପତି ଜିଲ୍ଲାରେ ଏସପି ସାରା ଶର୍ମା ରାସ୍ତାରେ ବୁଲି ସପିଙ୍ଗ ମଲ ଏବଂ ଅନାବଶ୍ୟକ ଦୋକାନ ବନ୍ଦ କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ଅନେକ ଅଟୋ ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ଏବଂ ପରିବା ଦୋକାନଙ୍କୁ ସାବୁନରେ ହାତ ସଫା କରିବା ପାଇଁ ହ୍ୟାଣ୍ଡଓ୍ବାଶ ଦେବା ସହିତ ଲୋକଙ୍କୁ ଦୂରତା ରକ୍ଷା କରିବାକୁ କୁହାଯାଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.