ETV Bharat / state

ଗଜପତିରେ ଶିଶୁ ସୁରକ୍ଷା ଆୟୋଗଙ୍କ ଜନଶୁଶାଣି - camp for taking complaint on violation

ଶିଶୁ ସୁରକ୍ଷା ଆୟୋଗ ଗଜପତି ଜିଲ୍ଲା ଗସ୍ତ କରି ଏକ ଅଭିଯୋଗର ଶୁଣାଣି କରିଛନ୍ତି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଲୋକେ ସାମିଲ ହୋଇ ନିଜର ସମସ୍ୟା ସଂପର୍କରେ ଜଣାଇଥିଲେ ।

ncpcr camp
ଗଜପତିରେ ଶିଶୁ ସୁରକ୍ଷା ଆୟୋଗଙ୍କ ଜନ ଶୁଶାଣି
author img

By

Published : Dec 24, 2019, 11:43 PM IST

ଗଜପତି: ଶିଶୁ ସୁରକ୍ଷା ଆୟୋଗ ଗଜପତି ଜିଲ୍ଲା ଗସ୍ତ କରି ଏକ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଲୋକେ ସାମିଲ ହେବା ସହ ନିଜର ସମସ୍ୟା ସମ୍ପର୍କରେ ଜଣାଇଥିଲେ । କିଛି ସମସ୍ୟାର ସମାଧାନ ହୋଇଥିବାବେଳେ ଆଉ କିଛି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ 15 ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।

ଗଜପତିରେ ଶିଶୁ ସୁରକ୍ଷା ଆୟୋଗଙ୍କ ଜନ ଶୁଶାଣି

ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଏକ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ଡ. ଆର.ଜି.ଆନନ୍ଦ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ସଦସ୍ୟ ହରିହର ନାୟକ, ସଭ୍ୟା ଗୀତାଞ୍ଜଳୀ ବସ୍ତିଆ ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ପର୍କରେ ଶୁଣାଣି କରିଥିଲେ । ଏହି ଅବସରରେ ମୋଟ 930ଟି ଅଭିଯୋଗ ଶୁଣାଇ ଥିବାବେଳେ ବିଭିନ୍ନ ପ୍ରକାର ଭତ୍ତା, ପ୍ରମାଣପତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମ୍ପର୍କତ ଅଭିଯୋଗର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ।

ଏହି ଶୁଣାଣି ବେଳେ ଅନୁପମ ଶାହା, ଏସପି ସାରା ଶର୍ମା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲୁଣ କୁମାର ତ୍ରିପାଠୀ ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେପଟେ, କମିଶନଙ୍କ ନିକଟରେ ଅଭିଯୋଗ ଶୁଣାଣି କରିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-NCPCR CAMP
FORMAT-PKG
REPORTER-HARIHARA PATNAIK
PLACE-GAJAPATI
DATE-24.12.19
ଆଙ୍କର-ଶିଶୁ ସୁରକ୍ଷା ଆୟୋଗ ଗଜପତି ଜିଲ୍ଲା ଗସ୍ତ କତରି ଏକ ଅଭିଯୋଗ ଶାଣୁଣି କରିଛନ୍ତି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଲୋକେ ସାମିଲ ହୋଇ ନିଜର ସମସ୍ୟା ସଂପର୍କରେ ଜଣାଇଥିଲେ । କିଛି ସମସ୍ୟାର ସମାଧାନହୋଇଥିବା ବେଳେ ଆଉ କିଛିର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ 15ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେୋଇଛନ୍ତି ଆୟୋଗ ।.........
ଭିଓ 01-ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଏକ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିପାଇଁ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ଡଃ. ଆର.ଜି ଆନନ୍ଦ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ , ସଦସ୍ୟ ହରିହର ନାୟକ, ସଭ୍ୟା ଗୀତାଞ୍ଜଳୀ ବସ୍ତିଆ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ସଂପର୍କରେ ଶୁଣାଣି କରିଥିଲେ । ଏହି ଅବସରରେ 930ଟି ଅଭିଯୋଗ ଶୁଣିଥିବା ବେଳେ ବିଭିନ୍ନ ପ୍ରକାର ଭତା, ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ ସଂପର୍କିତ ଅଭିଯୋଗର ତୁରନ୍ତ ସମାଦାନ କରିଥିବା ବେଳେ ଅନ୍ୟ ଅଭିଯୋ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି । ସେହିଭଳି 15ଦିନ ମଧ୍ୟରେ ଏଗୁଡିକର କାର୍ଯ୍ୟ କେତେଦୁର ଆଗେଇଲା ତାହାର ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଏହା ୫୨ ତମ ଶିବିରରେ ଅଧିକରୁ ଅଧିକ ଲୋକ ସାମିଲ ହୋଇ ନିଜର ସମସ୍ୟା ସଂପର୍କରେ ଜଣାଇଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଲୋକ ଭତା, ଏବଂ ପ୍ରମାଣପତ୍ର ସଂକ୍ରାନ୍ତୀୟ ଅଭିଯୋଗ ଆଣିଥିଲେ । ଯାହାର ସମାଧାନ କରିବାରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ଡି.ଆର.ଜି ଆନନ୍ଦ କହିବା ସହ ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ।................
         ବାଇଟ୍ 01-ଡଃ.ଆର.ଜି ଆନନ୍ଦ(ସଦସ୍ୟ,ଜାତୀଯ ଶିଶୁ ସୁରକ୍ଷା ଆୟୋଗ)
         ବାଇଟ 02-ସନ୍ଧ୍ୟାବତୀ ପ୍ରଧାନ(ଅଧ୍ୟକ୍ଷା,ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ)
ଭିଓ 02-କମିଶନଙ୍କ ଏହି ଶୁଣାଣି ସମୟରେ ନିଜର ସମସ୍ୟା ସଂପର୍କରେ ଜଣାଇବା ପାଇଁ ଏହି ସ୍ଥାନରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା । ଗଜପତି ଜିଲ୍ଲାରେ ଅନେକ ଗରୀବ ଏବଂ ଅନାଥ ପିଲା ରହିଥିବା ବେଳେ ସେମାନଙ୍କୁ ସରକାରୀ ସୁବିଧା ମିଳିପାରିନାହିଁ । ଏନେଇ ବାରମ୍ବାର ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ତେଣୁ ଏଭଳି ଶିବିର ଆୟୋଜନ ହେଉଥିବାରୁ ସେମାନେ ନିଜର ସମସ୍ୟା ଜଣାଇବା ପାଇଁ ଆସିଥିବା କହିଛନ୍ତି ଲୋକେ । ଅଭିଯୋଗ କରିବା ପରେ ସମସ୍ୟାର ସମାଧାନ ହୋଇଥିବାରୁ ସେମାନେ ଖୁସି ପ୍ରକାଶ ମଧ୍ୟ କରିଛନ୍ତି ।
         ବାଇଟ 03-ଇନାସ ରାଇକା(ଅଭିଯୋଗକାରୀ)
         ବାଇଟ 04-ମେରୀ ଲିମ୍ମା(ଅଭିଯୋଗକାରୀ)
ଫାଭିଓ-ଏହି ଶୁଣାଣି ବେଳେ ଅନୁପମ ଶାହା, ଏସପି ସାରା ଶର୍ମା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲୁଣ କୁମାର ତ୍ରିପାଠୀ ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।..............
.....................ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ............Body:SLUG-NCPCR CAMP

.....................ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ............Conclusion:SLUG-NCPCR CAMP

.....................ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.