ETV Bharat / state

ଚଣ୍ଡିଗଡ ଗସ୍ତରେ ପାରଳାଖେମୁଣ୍ଡିର 10 ଜଣିଆ ଦଳ

ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଏକ ଦଶ ଜଣିଆ ଦଳ ଆଜି ଚଣ୍ଡିଗଡ ଅଭିମୁଖେ ବାହାରିଛନ୍ତି । ଆସନ୍ତା ଫେବୃଆରୀ ମାସ ଦ୍ଵିତୀୟ ସପ୍ତାହ ଚଣ୍ଡିଗଡ ଠାରେ ୨୭ ତମ ଜାତୀୟ ଦୁଃସାହସିକ କ୍ରୀଡା ଶିବିର ଆୟୋଜନ ହେବ । ଅଧିକ ପଢନ୍ତୁ...

ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ପାରଳାଖେମୁଣ୍ଡି ଟିମର ଚଣ୍ଡିଗଡ ଯାତ୍ରା

author img

By

Published : Jan 30, 2021, 3:48 PM IST

ଗଜପତି: ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଏକ ଦଶ ଜଣିଆ ଦଳ ଆଜି ଚଣ୍ଡିଗଡ ଅଭିମୁଖେ ବାହାରିଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆସନ୍ତା ଫେବୃଆରୀ ମାସ ଦ୍ଵିତୀୟ ସପ୍ତାହ ଚଣ୍ଡିଗଡ ଠାରେ ୨୭ ତମ ଜାତୀୟ ଦୁଃସାହସିକ କ୍ରୀଡା ଶିବିର ଆୟୋଜନ ହେବ ।

ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ପାରଳାଖେମୁଣ୍ଡି ଟିମର ଚଣ୍ଡିଗଡ ଯାତ୍ରା

ଏଥିରେ ଗଜପତି ଜିଲ୍ଲାର ୧୦ ଜଣ ଯୁବକ ଯୋଗ ଦେଇ ବିଭିନ୍ନ ବିଭାଗରେ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବେ । ସେଥିପାଇଁ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଆଜି ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ଫେରିବାକୁ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.