ETV Bharat / state

ଗଜପତିରେ ୧୧୨ ସେବା ଆରମ୍ଭ, ଫୋନ ଯୋଗେ ସମସ୍ୟା ଜଣାଇବେ ଜିଲ୍ଲାବାସୀ - ଗଜପତିରେ ଆରମ୍ଭ ହେଲା ୧୧୨ ସେବା

ଗଜପତିରେ ଆଜି ଠାରୁ ଆରମ୍ଭ ହୋଇଛି ୧୧୨ ସେବା । ଶନିବାର ପାରଳାଖେମୁଣ୍ଡି ଥାନା ପରିସରରେ ଏହି ଯୋଜନାର ଉଦଘାଟନୀ ଉତ୍ସବରେ ଯୋଗଦେବା ଅବସରରେ ଏହା କହିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଜୟରାମ । ଅଧିକ ପଢନ୍ତୁ

ଗଜପତିରେ ଆରମ୍ଭ ହେଲା ୧୧୨ ସେବା, ଫୋନ ଯୋଗେ ସମସ୍ୟା ଜଣାଇବେ ଜିଲ୍ଲାବାସୀ

author img

By

Published : Jun 25, 2022, 4:31 PM IST

ଗଜପତି: ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେଲା ‘୧୧୨' ସେବା । ଯେ କୌଣସି ସମସ୍ୟାରେ ପଡ଼ିଲେ ସିଧାସଳଖ ୧୧୨ ନମ୍ବରରେ ଫୋନ୍ କରି ଜଣାଇ ପାରିବେ ଜିଲ୍ଲାବାସୀ । ଲୋକଙ୍କ ସମସ୍ୟା ଅନୁସାରେ ତାଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ଦୁଇଟି ଗାଡି ଆସିଛି । ସେଥିମଧ୍ୟରୁ ଗୋଟିଏ ପାରଳାଖେମୁଣ୍ଡିରେ ଏବଂ ଆଉ ଗୋଟିଏ ମୋହନା ଅଞ୍ଚଳରେ କାର୍ଯ୍ୟ କରିବ।

ଗଜପତିରେ ଆରମ୍ଭ ହେଲା ୧୧୨ ସେବା, ଫୋନ ଯୋଗେ ସମସ୍ୟା ଜଣାଇବେ ଜିଲ୍ଲାବାସୀ

ଆଗାମୀ ଦିନରେ ଆଉ ଦୁଇଟି ଗାଜି ଆସିବ । ସେହି ଦୁଇ ଗାଡି ରା.ଉଦୟଗିରି ଏବଂ ଗାରାବନ୍ଧ ଅଞ୍ଚଳରେ ରହି କାମ କରିବ ବୋଲି ୨୪ ଘଣ୍ଟିଆ କାମ କରିବ। ତେଣୁ ଏହାର ଫାଇଦା ପ୍ରତ୍ୟେକ ଲୋକେ ଉଠାଇବା ପାଇଁ ଜିଲ୍ଲାପାଳ ଏବଂ ଏସପି ନିବେଦନ କରିଛନ୍ତି । ସେହିଭଳି ସ୍କୁଲ କଲେଜ ନିକଟରେ ଚକ୍କର କାଟି ଝିଅମାନଙ୍କୁ ହଇରାଣ କରୁଥିବା ରୋଜ ରୋମିଓମାନଙ୍କୁ ମଧ୍ୟ ଧରି ସାବାଡ କରିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.