ETV Bharat / state

ଆଜିଠୁ ଢେଙ୍କାନାଳ ପୌରାଞ୍ଚଳରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ - Vaccination for ages of 18 to 44 in dhenkanal

ଆଜିଠାରୁ ଢେଙ୍କାନାଳ ପୌରାଞ୍ଚଳରେ ଆରମ୍ଭ ହେଉଛି 18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ । ସହରର 10 ସ୍ଥାନରେ ହେଉଛି ଟିକାକରଣ କେନ୍ଦ୍ର । ଅଧିକ ପଢନ୍ତୁ...

ଆଜିଠାରୁ ଢେଙ୍କାନାଳ ପୌରାଞ୍ଚଳରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟୀକାକରଣ

author img

By

Published : Jun 7, 2021, 5:34 PM IST

ଢେଙ୍କାନାଳ: ଆଜିଠାରୁ ଢେଙ୍କାନାଳ ପୌରସଂସ୍ଥାର ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ସହରରେ ମୋଟ ୩୩ ହଜାର ଟିକା ଦେବାପାଇଁ ଲକ୍ଷ ରଖାଯାଇଛି । ତେବେ ସହରବାସୀଙ୍କ ପାଇଁ ସକାଳ ୯ ଟାରୁ ଅପରାହ୍ନ 1 ଯାଏ ଓ ପୁନଃ ଅପରାହ୍ନ ୩ ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଏହି ଟୀକାକରଣ କରାଯିବାର ବ୍ୟବସ୍ଥା କରାଯାଇଛି ।

ଆଜିଠାରୁ ଢେଙ୍କାନାଳ ପୌରାଞ୍ଚଳରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟୀକାକରଣ

ଏଥିପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, କାଠଗଡା ସହରାଞ୍ଚଳ ଡାକ୍ତରଖାନା, ଗୋପବନ୍ଧୁ ଟାଉନ ହଲ, କଲ୍ୟାଣ ମଣ୍ଡପ, ବିବି ହାଇସ୍କୁଲ, ସୌଦାମିନୀ ହାଇସ୍କୁଲ, ବନମାଳୀ ପ୍ରସାଦ, କୋରିଆଁ ଓ ସିମିଳିଆସ୍ଥିତ ପ୍ରାଥମିକ ବିଦ୍ୟାଳୟ ଓ ଷ୍ଟେସନ ବଜାର ସ୍ଥିତ ରାମଜୀ ପ୍ରାଥମିକ ବିଦ୍ୟାଳୟରେ ଟିକା କେନ୍ଦ୍ର କରାଯାଇଛି । ଏହି ଟୀକାକରଣ କେନ୍ଦ୍ର ଗୁଡି଼କରେ ଟିକା ନେବାର ସୁଯୋଗ ପାଉଥିବାରୁ ଲୋକମାନେ ବେଶ ଉତ୍ସାହିତ ଥିବା ମଧ୍ୟ ଦେଖିବାକୁ ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.