ETV Bharat / state

ବାରାହ ମାଂସ ସହ ଦୁଇ ଶିକାରୀ ଗିରଫ - od_dkl_02_wild_pig_meat_seize_with_two_hunter_arrested_ଦୁଇ_ଶିକାରୀ_ଗିରଫ

ବାରାହ ମାଂସ ସହ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଚିଲଦା ଗ୍ରାମରୁ ବାରହା ଶିକାର କରିଥିବା ଦୁଇ ଶିକାରୀକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ:

ବାରାହ ମାଂସ ସହ ଦୁଇ ଶିକାରୀ ଗିରଫ
ବାରାହ ମାଂସ ସହ ଦୁଇ ଶିକାରୀ ଗିରଫ
author img

By

Published : Nov 25, 2020, 10:00 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଚିଲଦା ଗ୍ରାମରୁ ବାରହା ଶିକାର କରିଥିବା ଦୁଇ ଶିକାରୀକୁ ଗିରଫ କରାଯାଇଛି । ଏହି ଦୁଇ ଶିକାରୀଙ୍କ ଠାରୁ ବାରାହା ମାଂସ ମଧ୍ୟ ଜବତ କରିଛି ବନ ବିଭାଗ l

ବାରାହ ମାଂସ ସହ ଦୁଇ ଶିକାରୀ ଗିରଫ

ସୂଚନା ଅନୁସାରେ, ଚିଲଦା ଗ୍ରାମର ଦୁଃଖବନ୍ଧୁ ପାତ୍ର ଓ ଖଜୁରିଆ ଗ୍ରାମର ପ୍ରଦୀପ ପାତ୍ର, ବାରାହା ଶିକାର କରି ମାଂସ ଭାଗବଣ୍ଟା କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇଁ ପୂର୍ବାଞ୍ଚଳ ରେଞ୍ଜ ଅଫିସର ସତ୍ୟ ନାରାୟଣ ସାହୁ ଅନ୍ୟ ଅଧିକାରୀଙ୍କ ସହ ଚଢ଼ଉ କରିଥିଲେ । ଚଢ଼ାଉରେ ଏହି ଦୁଇ ଶିକାରୀଙ୍କୁ ଗିରଫ କରିଥିବା ବେଳେ ଶିକାର କରିଥିବା ବାରହା ମାଂସ ଜବତ କରିଛନ୍ତି l ଜବତ ବାରହା ମାଂସର ଓଜନ ୩୫ କେଜି ବୋଲି ଜଣାପଡିଛି । ଗିରଫ ଦୁଇ ଜଣଙ୍କୁ କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.