ETV Bharat / state

ଢେଙ୍କାନାଳରେ ଲକଡାଉନକୁ କରାଯିବ ଆହୁରି କଡାକଡି - lockdown in Dhenkanal will be made tight

ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ତେବେ ଢେଙ୍କାନାଳରେ ଏହି ଲକଡାଉନକୁ ଆହୁରି କଡାକଡି କରିବାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାୟାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳରେ ଲକଡାଉନକୁ କରାଯିବ ଆହୁରି କଡାକଡି

author img

By

Published : Apr 7, 2020, 1:27 AM IST

ଢେଙ୍କାନାଳ: କୋରୋନା ସଂକ୍ରମଣରୁ ମୁକ୍ତି ପାଇଁ ଦେଶ ବ୍ୟାପି ଲକଡାଉନ ଜାରି ରହିଛି । ତେବେ ଢେଙ୍କାନାଳରେ ଏହି ଲକ ଡାଉନକୁ ଆହୁରି କଡାକଡି କରିବାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଢେଙ୍କାନାଳରେ ଲକଡାଉନକୁ କରାଯିବ ଆହୁରି କଡାକଡି

ଏଥିପାଇଁ ସୋମବାର ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଓ ଏସପି ଅନୁପମା ଜେମସ ମିଳିତ ଭାବେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରେସ ବିଜ୍ଞପ୍ତି ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.