ETV Bharat / state

ଚୋରା ବନ୍ଧୁକ ଜବତ କରିଛି ଏସଟିଏଫ ଟିମ, ଜଣେ ବେପାରୀ ଗିରଫ - ବନ୍ଧୁକ ବେପାରୀକୁ କାବୁ କଲା ଏସଟିଏଫ୍

ଢେଙ୍କାନାଳ ଛତିଆ ତିବଲ ପୁର ରାସ୍ତାରେ ଚୋରା ବନ୍ଧୁକ ବିକ୍ରି ପାଇଁ ଉଦ୍ୟମ ବେଳେ କାବୁ କଲା ଏସଟିଏଫ୍ । ତେବେ ୫ଟି ଦେଶୀ ବନ୍ଧୁକ ସହ ୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

STF team seized the stolen gun in dhenkanal
ଚୋରା ବନ୍ଧୁକ ଜବତ କରିଛି ଏସଟିଏଫ ଟିମ,ଜଣେ ବେପାରୀ ଗିରଫ
author img

By

Published : Aug 16, 2022, 7:10 PM IST

ଢେଙ୍କାନାଳ: ଏସଟିଏଫ୍ ହାତରେ ଚୋରା ବନ୍ଧୁକ କାରବାରର ଦଲାଲ । ଢେଙ୍କାନାଳ ଛତିଆ ତିବଲପୁର ରାସ୍ତାରେ ବିକ୍ରି ପାଇ ଉଦ୍ୟମ ବେଳେ କାବୁ କଲା ଏସଟିଏଫ୍ । ୫ଟି ଦେଶୀ ବନ୍ଧୁକ ସହ ୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ଏସଟିଏଫ୍ ଟିମ । ଏନେଇ ଜଣେ ବେପାରୀ ରୋହିତ ନାୟକକୁ ଗିରଫ କରିଛି ଏସଟିଏଫ୍ ଟିମ ।

ସୁଚନା ମୁତାବକ ବନ୍ଧୁକ ଚୋରା ଚାଲାଣର ଏକ ଖବର ପାଇଥିଲା ଏସଟିଏଫ୍ ଟିମ । ଏନେଇ ବେପାରୀକୁ ପିଛା କରୁଥିଲା । ତେବେ ଏକାଥରକେ ୫ଟି ବନ୍ଧୁକ ବିକ୍ରି ପାଇଁ ଏକ ବଡ ଡିଲ କରୁଥିବାର ସୂଚନା ଆଧାରରେ ବେପାରୀକୁ କାବୁ କରିଥିଲେ । ଏଥିସହ ବେଆଇନ ବନ୍ଧୁକ କାରବାର ରୋକ ଲଗାଇବାକୁ ଏସଟିଏଫ୍ ଜୋରଦାର ଚଳାଇଛି ଅପରେସନ । ଏନେଇ ୨୦୨୦ରୁ ଏଯାବତ ୭୩ଟି ବନ୍ଧୁକ ସମେତ ୧୫୨ରାଉଣ୍ଡ ଗୁଳି ଜବତ କରିଛି ଏସଟିଏଫ୍ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.