ETV Bharat / state

କୋଭିଡ କଟକଣା, ୮ଟି ଜିଲ୍ଲାରୁ ଢେଙ୍କାନାଳ ଆସିଲେ 14 ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ - covid 19

ଢେଙ୍କାନାଳ ଜିଲ୍ଲାପାଳ ଭୁମେଶଚନ୍ଦ୍ର ବେହେରା କଟକଣା ଜାରି କରିଛନ୍ତି । 8ଟି ଜିଲ୍ଲାର ଲୋକଙ୍କ ପାଇଁ ଢେଙ୍କାନାଳ ଆସିବା ବନ୍ଦ । ଆସିଲେ 14 ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ । ଅଧିକ ପଢନ୍ତୁ..

କୋଭିଡ କଟକଣା, ୮ଟି ଜିଲ୍ଲାର ଢେଙ୍କାନାଳ ଆସିବା ବନ୍ଦ

author img

By

Published : Jul 11, 2020, 3:28 PM IST

ଢେଙ୍କାନାଳ: 8ଟି ଜିଲ୍ଲାର ଲୋକଙ୍କ ପାଇଁ ଢେଙ୍କାନାଳ ଆସିବା ବନ୍ଦ । ସେସବୁ ଜିଲ୍ଲାରୁ ଢେଙ୍କାନାଳ ଆସିଲେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡବ ।

ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ବର, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲା । ଏ ସମସ୍ତ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ ଜାରି ହୋଇଛି କଟକଣା । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶଚନ୍ଦ୍ର ବେହେରା ଏହି କଟକଣା ଜାରି କରିଛନ୍ତି ।

ଦିନକୁ ଦିନ ରାଜ୍ୟରେ କୋରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଥିବାରୁ କୋଭିଡ ସ୍ଥିତି ଏବେ ଅସମ୍ଭାଳ । ଏହାର ମୁକାବିଲା ପାଇଁ ସବୁ ଜିଲ୍ଲା ପ୍ରଶାସନ ନୂଆ ନୂଆ ପଦ୍ଧତି ଆପଣାଉଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.