ETV Bharat / state

ଘରୋଇ ସ୍କୁଲରୁ ହଟିଲା କୋଟା, ଅନଲାଇନରେ ହେବ ନାମଲେଖା

author img

By

Published : Oct 4, 2019, 12:02 AM IST

ଏଣିକି ଘରୋଇ ସ୍କୁଲରେ ହୋଇ ପାରିବ ନାହିଁ କୋଟା ମାଧ୍ୟମରେ ନାମ ଲେଖା । 25% ସିଟରେ ରାଜ୍ୟ ସ୍ତରରେ ହେବ ଅନଲାଇନ ଆଡମିସନ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅଧିକ ପଢ଼ନ୍ତୁ...

ଘରୋଇ ସ୍କୁଲରୁ ହଟିଲା କୋଟା, ଅନଲାଇନରେ ହେବ ନାମ ଲେଖା

ଅନୁଗୋଳ: ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରୁ ଉଠିବ କୋଟାରେ ନାମଲେଖା । ଅନଲାଇନରେ ନାମ ଲେଖାହେବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଇଟ ଟୁ ଏଜୁକେଶନ ଆକ୍ଟ (ଶିକ୍ଷା ଅଧିକାର ଆଇନ) ଅଧିନରେ କୋଟା ସିଟରେ ଡିଏଭି ସ୍କୁଲରେ ସାଧାରଣ ପିଲାଙ୍କ ନାମଲେଖାକୁ ନେଇ ହେଉଥିବା ଅସୁବିଧା ସମ୍ପର୍କରେ ଏହି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ଘରୋଇ ସ୍କୁଲରୁ ହଟିଲା କୋଟା, ଅନଲାଇନରେ ହେବ ନାମ ଲେଖା

ଘରୋଇ ସ୍କୁଲ ଗୁଡିକର ଶତକଡା 25 ପ୍ରତିଶତ ସିଟରେ ରାଜ୍ୟ ସ୍ତରରେ ଅନଲାଇନ ନାମଲେଖା ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଢେଙ୍କାନାଳ ଓଡାପଡା ବ୍ଲକ ଇନ୍ଦୁପୁର ଉଚ୍ଚ ବିଦ୍ୟାଳୟର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏହା କହିଛନ୍ତି । ଏହାସହ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ଥିବା ସ୍କୁଲ ଗୁଡିକର ସମସ୍ୟାକୁ ସରକାର ଗୁରୁତର ସହ ନେଇଛନ୍ତି । ତୁରନ୍ତ ଏହାର ବିଚାର ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ବିଦ୍ୟାଳୟର ଏହି ସୁବର୍ଣ୍ଣ ଜୟନ୍ତୀ ସମରାହରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସମେତ ଆହୁରୀ ଅନେକ ଅତିଥି ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ରୁ ଉଠିବ କୋଟା ରେ ନାମ ଲେଖା । ଅନଲାଇନ ରେ ନାମଲେଖାଇବେ ସରକାର ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ Body:ଏଣିକି ଘରୋଇ ଇଂରାଜୀ ମିଡିୟମ ସ୍କୁଲ ରେ ଲାଗିବ ଲଗାମ । ରାଇଟ ଟୁ ଏଜୁକେଶନ ଆକ୍ଟ (ଶିକ୍ଷା ଅଧିକାର ଆଇନ) ରେ କୋଟା ସିଟ ରେ DAV ସ୍କୁଲ ରେ ସାଧାରଣ ପିଲାଙ୍କ ନାମଲେଖା କୁ ନେଇ ହେଉଥିବା ଅସୁବିଧା ସମ୍ପର୍କରେ ଏକ ଗୁରୁତ୍ଵ ପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ । ଏଣିକି ଏହି କୋଟା ମାଧ୍ୟମ ରେ ଥିବା ଘରୋଇ ସ୍କୁଲ ଗୁଡିକ ଶତକଡା ୨୫ ପ୍ରତିଶତ ସିଟ ରାଜ୍ୟ ସ୍ତରରେ ଅନଲାଇନ ରେ ନାମ ଲେଖା ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଢେଙ୍କାନାଳ ଓଡାପଡା ବ୍ଲକ ଇନ୍ଦୁପୁର ଉଚ୍ଚ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବ ରେ ଯୋଗ ଦେଇ ମନ୍ତ୍ରୀ ଏହା କହିଛନ୍ତି । ଏହାସହ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ଥିବା ସ୍କୁଲ ଗୁଡିକର ସମସ୍ୟାକୁ ସରକାର ଗୁରୁତ୍ତର ସହ ନେଇଛନ୍ତି । ତୁରନ୍ତ ଏହାର ବିଚାର ହେବ ବୋଲି କହିଛନ୍ତି ମନ୍ତ୍ରୀ ।
Byte – 1 ସମୀର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀConclusion:ବିଦ୍ୟାଳୟ ର ଏହି ସୁବର୍ଣ୍ଣ ଜୟନ୍ତୀ ସମରାହରେ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଙ୍କ ସମେତ ଆହଉରୀ ଅନେକ ଅତିଥି ଯୋଗ ଦେଇଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.