ETV Bharat / state

ଗାଁ ଗାଁରେ ତେଜୁଛି ମଦ ବିରୋଧୀ ସଚେତନତା ଶୋଭାଯାତ୍ରା - ଢେଙ୍କାନାଳରେ ମଦ ବିରୋଧୀ ଆନ୍ଦୋଳନ

ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ ବ୍ଲକ ମକୁଆକାଟେଣୀ ଗ୍ରାମରେ ତେଜିଛି ମଦ ବିରୋଧୀ ସଚେତନତା ଶୋଭାଯାତ୍ରା ।

ତେଜୁଛି ମଦ ବିରୋଧୀ ସଚେତନତା ଶୋଭାଯାତ୍ରା
author img

By

Published : Nov 4, 2019, 2:01 PM IST

Updated : Nov 5, 2019, 6:53 AM IST

ଢେଙ୍କାନାଳ: ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ ବ୍ଲକ ମକୁଆକାଟେଣୀ ଗ୍ରାମରେ ତେଜିଛି ମଦ ବିରୋଧୀ ସଚେତନତା ଶୋଭାଯାତ୍ରା । ଏହି ଶୋଭାଯାତ୍ରା ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ସହ ମିଳିତ ଓଡିଶା ନିଶା ନିବାରଣ ପକ୍ଷରୁ ଏଥିରେ ନିଶା ନିବାରଣ ପାଇଁ ବାର୍ତ୍ତା ଦିଆଯାଉଛି ।

ତେଜୁଛି ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ଏନେଇ ପ୍ରଥମେ ସ୍ଥାନୀୟ ଜୁଆଙ୍ଗ ସାହିର ପ୍ରାଥମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମିଳିତ ଓଡିଶା ନିଶା ନିବାରଣ ଜିଲ୍ଲା ଉପସଭାପତି ଯୋଗ ଦେଇଥିଲେ । ସଭାରେ ମଦ୍ୟପାନର ବିଭିନ୍ନ କୁପରିଣାମ ସମ୍ପର୍କରେ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା । ଯେଉଁଥିରେ ସାମିଲ ରହିଥିଲେ ମକୁଆକାଟେଣୀ ପଞ୍ଚାୟତର ଶତାଧିକ ମହିଳା । ସଭା ଶେଷରେ ମହିଳାମାନେ ହାତରେ ପ୍ଲାକାର୍ଡ ଓ ମଦ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ପଞ୍ଚାୟତର ସାହିଗୁଡିକରେ ସଚେତନତା ରାଲି କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ମଦ କୁ ନା / ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ ବ୍ଲକର ମକୁଆକାଟେଣୀ ଗ୍ରାମରେ ମଦ ବିରୋଧରେ ସଚେତନତା ଶୋଭାଯାତ୍ରା

ଅଙ୍କର- ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ ମକୁଅାକାଟେଣୀ ଗ୍ରାମରେ ମଧ ବିରୋଧରେ ଏକ ଶୋଭାଯାତ୍ରା ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସଚେତନତା କରାଯାଇଛି। Body:ମିଳିତ ଓଡିଶା ନିଶା ନିବାରଣ ତରଫରୁ ଏହି ଶୋଭାଯାତ୍ରାରେ ନିଶାନିବାରଣ ନେଇ ସଚେତନ ହେବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରାଯାଇଛି। ପ୍ରଥମେ ଗ୍ରାମର ଜୁଅାଙ୍ଗ ସାହିର ପ୍ରାଥମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ମିଳିତ ଓଡିଶା ନିଶା ନିବାରଣ ଜିଲ୍ଲା ଉପସଭାପତି ଉପସ୍ଥିତ ଥିଲେ। ଏହି ସଭାରେ ମଦ୍ୟପାନଳ ବିଭିନ୍ନ କୁପରିଣାମ ସଂପର୍କରେ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା।ଏଥିରେ ମକୁଆକାଟେଣୀ ପଞ୍ଚାୟତର ସତାଧିକ ମହିଳା କାର୍ଯ୍ୟକ୍ରମରେ ସାମିଲି ଥିଲେ।Conclusion:ପରିଶେଷରେ ମହିଳା ମାନେ ହାତରେ ଫ୍ଲାଗ୍ କାର୍ଡ ଓ ମଦବିରୋଧି ବିଭିନ୍ନ ସ୍ଲୋଗନ ଦେଇ ପଞ୍ଚାୟତର ସାହିଗୁଡିକ ରେ ବୁଲି ବୁଲି ସଚେତନତା ରାଲି କରିଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର । ଇଟିଭି ଭାରତ।
Last Updated : Nov 5, 2019, 6:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.