ETV Bharat / state

ଢେଙ୍କାନାଳରେ 2 ବିଦେଶୀ ମଦ ଦୋକାନକୁ ସିଲ କଲା ପୋଲିସ - 2 ବିଦେଶୀ ମଦ ଦୋକାନକୁ ସିଲ କଲା ପୋଲିସ

ଢେଙ୍କାନାଳ ସହରର 2 ବିଦେଶୀ ମଦ ଦୋକାନକୁ ସିଲ କଲା ପୋଲିସ । କୋଭିଡ ଗାଇଡଲାଇନକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ଢେଙ୍କାନାଳରେ 2 ବିଦେଶୀ ମଦ ଦୋକାନକୁ ସିଲ କଲା ପୋଲିସ

author img

By

Published : May 29, 2020, 1:27 PM IST

ଢେଙ୍କାନାଳ: କୋଭିଡ ଗାଇଡ ଲାଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମଦ ଦୋକାନ ସିଲ । ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ଓ ମହାବୀର ବଜାର ବିଦେଶୀ ମଦ ଦୋକାନକୁ ସିଲ କରିଛି ପୁଲିସ। ବେଆଇନ ମଦ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ ଘଟଣାସ୍ଥଳରୁ ଦୋକାନ ମାଲିକ ଫେରାର ।

ଢେଙ୍କାନାଳରେ 2 ବିଦେଶୀ ମଦ ଦୋକାନକୁ ସିଲ କଲା ପୋଲିସ
ଢେଙ୍କାନାଳରେ 2 ବିଦେଶୀ ମଦ ଦୋକାନକୁ ସିଲ କଲା ପୋଲିସ

କୋଭିଡ଼ ଗାଇଡ ଲାଇନକୁ ଉଲ୍ଲଙ୍ଘନ କରି ଦୁଇ ବିଦେଶୀ ମଦ ଦୋକାନୀ ଅଡୁଆରେ ପଡିଯାଇଛନ୍ତି। ଏହି ଦୁଇ ମଦ ବେପାରୀଙ୍କ ବିରୁଦ୍ଧରେ ଢେଙ୍କାନାଳ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସରକାରଙ୍କ ପକ୍ଷରୁ ବିଦେଶୀ ମଦ ଦୋକାନ ବନ୍ଦ କରାଯାଇ ଅନଲାଇନରେ ମଦ ବିକ୍ରି ନିର୍ଦ୍ଦେଶ ଦିଆଯାଇଥିଲେ । ହେଲେ ଏମାନକୁ ନିୟମକୁ ଉଲ୍ଲଙ୍ଘନ କରି ଖୁଲମ ଖୁଲା ବେଆଇନ ଭାବେ ମଦ ବିକ୍ରି କରୁଥିଲେ।

ମଦ ଦୋକାନ ମାଲିକ ଦେବବ୍ରତ ମହାନ୍ତି ଓ ତୁଷାର ବେହେରାଙ୍କ ନାମରେ ଟାଉନଥାନାରେ ମାମଲା ରୁଜୁ କରିଛି ପୁଲିସ। ଉଭୟଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.