ETV Bharat / state

ଦଳିଦେଲା ଦନ୍ତା, ପ୍ରାଣ ହରାଇଲେ ବୃଦ୍ଧ

author img

By

Published : Jun 6, 2022, 1:23 PM IST

ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାତୀରେ ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ । ବମ୍ପା ସେକ୍ସନର ଭିଙ୍ଗିରା ଗ୍ରାମରେ ଆଜି ସକାଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଦଳିଦେଲା ଦନ୍ତା, ପ୍ରାଣ ହରାଇଲେ ବୃଦ୍ଧ
ଦଳିଦେଲା ଦନ୍ତା, ପ୍ରାଣ ହରାଇଲେ ବୃଦ୍ଧ

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ଅଭାବନୀୟ ଘଟଣା । ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତାହାତୀରେ ଆକ୍ରମଣରେ ପ୍ରାଣହରାଇଲେ ବୃଦ୍ଧ। ବମ୍ପା ସେକ୍ସନର ଭିଙ୍ଗିରା ଗ୍ରାମରେ ଆଜି ସକାଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ନିରୂପା ସାମଲ।

ଦଳିଦେଲା ଦନ୍ତା, ପ୍ରାଣ ହରାଇଲେ ବୃଦ୍ଧ

ଆଜି ସକାଳେ ନିରୂପା ତାଙ୍କ ଘର ପଛ ପଟକୁ ଶୌଚ ହେବାକୁ ଯାଇଥିଲେ । ମାତ୍ର ଗାଁ ପାଖକୁ ପଶି ଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ବୃଦ୍ଧଙ୍କୁ ଆକ୍ରମଣ କରିବା ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ହିନ୍ଦୋଳ ବନକର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.