ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧ ମୃତ - ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ଜଙ୍ଗଲରୁ କ୍ଷତ ବିକ୍ଷତ ଅବସ୍ଥାରେ ମୃତଦେହକୁ ଜବତ କଲା ବନବିଭାଗ । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ବୃଦ୍ଧ ମୃତ
ହାତୀ ଆକ୍ରମଣରେ ବୃଦ୍ଧ ମୃତ
author img

By

Published : May 9, 2022, 2:00 PM IST

ଢେଙ୍କାନାଳ: ଜିଲ୍ଲାରେ ହାତୀ ଆତଙ୍କ । ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ଜଙ୍ଗଲରୁ କ୍ଷତ ବିକ୍ଷତ ଅବସ୍ଥାରେ ମୃତଦେହକୁ ଜବତ କଲା ବନବିଭାଗ । ମୃତକ ହେଲେ ହିନ୍ଦୋଳ ଏନଏସି ୱାର୍ଡ ନଂ୧୫ ଆଳୁସିଂହର ଅଚ୍ୟୁତ ସାହୁ । ସୂଚନା ଅନୁଯାୟୀ ଅଚ୍ୟୁତ ଗତ କାଲିଠାରୁ ଜଙ୍ଗଲକୁ ଯାଇଥିଲେ । ଏହାପରେ ସେଠାରେ ହାତୀ ଆକ୍ରମଣର ଶିକାର ହୋଇ ଘରକୁ ଆଉ ଫେରି ପାରିନଥିଲେ । ଆଜି ସକାଳୁ ବନ କର୍ମଚାରୀ ମାନେ ବୃଦ୍ଧ କ୍ଷତ ବିକ୍ଷତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.