ETV Bharat / state

ମା ପ୍ରମୋଦା ବସ ଓଲଟି 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ - ହିନ୍ଦୋଳ ହସ୍ପିଟାଲ

ପୁଣିଥରେ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା । ସମସ୍ତ ଆହତ ମେଡିକାଲରେ ଭର୍ତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
author img

By

Published : Nov 7, 2019, 8:06 AM IST

ଢେଙ୍କାନାଳ: ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ମା ପ୍ରମୋଦା ବସ ଭାରସାମ୍ୟ ହରାଇ ଓଲଟି ପଡିଛି । ଆଜି ଭୋର 4ଟା ବେଳେ ଢେଙ୍କାନାଳ ହିନ୍ଦୋଳ ଥାନା ପଡା ଛକ ନିକଟରେ ଏହି ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବସରେ 50 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ବସ ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ108 ଆମ୍ବୁଲାନ୍ସ ଯୋଗେ ଖଜୁରିଆକଟା, ହିନ୍ଦୋଳଓ ହତୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ 5ଜଣ ମହିଳାଙ୍କ ସମେତ 3ଜଣ ଶିଶୁ ଅଛନ୍ତି । ତେବେ କେଉଁ ପରିସ୍ଥିତିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି ତାହା ସ୍ପଷ୍ଟ ହୋଇନାହିଁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ପୁରୁଣା କଟକ ସମ୍ବଲପୁର ରାସ୍ତାର ହିନ୍ଦୋଳ ଥାନା ପଡା ଗାଁ ଛକ ଠାରେ ଭୋର୍୪ ଟା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସମ୍ବଲପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ମା ପ୍ରମୋଦା ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୩୦ରୁ ଉର୍ଦ୍ଧ ଆହତ ଏବଂ ୫ଜଣ ଗୁରୁତର ହୋଇଛନ୍ତି ।
ସେମାନଙ୍କୁ ସ୍ଥାନୀୟ ଲୋକେ ପଥମେ ଏବଂ ପରେ ଦମକଳ ebm ୧୦୮ ଯୋଗେ ଖଜୁରିଆକଟା,ହିନ୍ଦୋଳ ଏବଂ ହତୁରା ମେଡ଼ିକାଲରେ ଭର୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ୫ଜଣ ମହିଳା ଏବଂ ୩ଜଣ ଶିଶୁ ଅଛନ୍ତି।

Body:ପୁରୁଣା କଟକ ସମ୍ବଲପୁର ରାସ୍ତାର ହିନ୍ଦୋଳ ଥାନା ପଡା ଗାଁ ଛକ ଠାରେ ଭୋର୍୪ ଟା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସମ୍ବଲପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ମା ପ୍ରମୋଦା ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୩୦ରୁ ଉର୍ଦ୍ଧ ଆହତ ଏବଂ ୫ଜଣ ଗୁରୁତର ହୋଇଛନ୍ତି ।
ସେମାନଙ୍କୁ ସ୍ଥାନୀୟ ଲୋକେ ପଥମେ ଏବଂ ପରେ ଦମକଳ ebm ୧୦୮ ଯୋଗେ ଖଜୁରିଆକଟା,ହିନ୍ଦୋଳ ଏବଂ ହତୁରା ମେଡ଼ିକାଲରେ ଭର୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ୫ଜଣ ମହିଳା ଏବଂ ୩ଜଣ ଶିଶୁ ଅଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.