ETV Bharat / state

3 କୋଟି ବ୍ୟୟରେ ନିର୍ମିତ ସମବାୟ ଭବନକୁ ଉଦଘାଟନ କଲେ ମନ୍ତ୍ରୀ

author img

By

Published : Dec 21, 2019, 7:44 AM IST

ଢେଙ୍କାନାଳରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୩କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସମବାୟ ଭବନକୁ ଉଦଘାଟନ କରିଛନ୍ତି ।

new cooperative building inagurated by minister ranendra pratap swain in dhenkanal
ଫଟୋ ସୌଜନ୍ୟ : ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ନୂତନ ସମବାୟ ଭବନ ଉଦଘାଟିତ । ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳ ଗସ୍ତରେ ଆସି ସମବାୟ ଭବନକୁ ଉଦଘାଟନ କରିଛନ୍ତି ।

ଢେଙ୍କାନାଳରେ ନୂତନ ସମବାୟ ଭବନ ଉଦଘାଟିତ

ଢେଙ୍କାନାଳ ସହରର ମହିଶାପାଟ ଠାରେ ୩କୋଟି ୬୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସମବାୟ ଭବନକୁ ଉଦଘାଟନ କରିଛନ୍ତି । ଏହା ଚାଷୀଙ୍କୁ ଏକ ନୂତନ ଦିଶା ଯୋଗାଇବ ବୋଲି ସମବାୟ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ପିଡି ଡିଆରଡିଏ ନରୋତ୍ତମ ବେହେରା, ଏଆରସିଏସ ଶାରଦା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

Intro:ଢେଙ୍କାନାଳରେ ସମବାୟ ଭବନ ଉଦଘାଟିତ/ ରାଜ୍ୟ ସମବାୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କଲେ ଉଦଘାଟନ
ଆଙ୍କର- ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଓ ରାଜ୍ୟ ଖଣି,ଇଷ୍ପାତ ପୁର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁକ୍ରବାର ଢେଙ୍କାନାଳ ଗ୍ରସ୍ତରେ ଆସି ସମବାୟ ଭବନକୁ ଉଦଘାଟନ କରିଛନ୍ତି।
Body:ଢେଙ୍କାନାଳ ସହରର ମହିଶାପାଟ ଠାରେ ୩କୋଟି ୬୭ ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ଏହି ସମବାୟ ଭବନ ଚାଷୀ ମାନଙ୍କୁ ଏକ ନୂତନ ଦିଶା ଯୋଗାଇବ ବୋଲି ଏହି ଉଦଘାଟନ ଅବସରରେ ସମବାୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା,ପିଡି ଡିଆରଡିଏ ନରୋତ୍ତମ ବେହେରା,ଏଆରସିଏସ ଶାରଦା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Conclusion:ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.