ETV Bharat / state

ଲକ ଡାଉନ ଯୋଗୁଁ କାମାକ୍ଷାନଗରରେ ଫସିଛନ୍ତି ଦୁଇଶହରୁ ଅଧିକ ଶ୍ରମିକ

author img

By

Published : Apr 1, 2020, 7:50 PM IST

ଲକ ଡାଉନ ଯୋଗୁଁ କାମାକ୍ଷାନଗରରେ ଫସିଛନ୍ତି ଦୁଇଶହରୁ ଅଧିକ ଶ୍ରମିକ। ଖାଦ୍ୟ ମିଳୁ ନ ଥିବା ଅଭିଯୋଗ । ଅଧିକ ପଢନ୍ତୁ...

More than 200 workers have been stranded in Kamakshanagar
ଫସିଛନ୍ତି ଦୁଇଶହରୁ ଅଧିକ ଶ୍ରମିକ

ଢେଙ୍କାନାଳ: କୋରୋନା ମୁକାବିଲା ନେଇ ସାରା ଦେଶରେ ଲକ ଡାଉନ ଜାରି ରହିଛି । ଦୋକାନ ବଜାର ଖୋଲୁ ନଥିବା ବେଳେ, ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଫଳରେ ଛତିଶଗଡରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରକୁ ଆସି ଇଟାଭାଟିରେ କାମ କରୁଥିବା ଦୁଇ ଶହରୁ ଅଧିକ ଶ୍ରମିକ ଆଉ ଘରକୁ ଫେରି ପାରୁନାହାଁନ୍ତି । କାମାକ୍ଷାନଗର ବିଜ୍ଞାପିତ ପରିଷଦର ଆଳୁତୁମା ସ୍କୁଲରେ ଶ୍ରମିକମାନେ ସେମାନଙ୍କ ପରିବାର ସହିତ ଆଶ୍ରୟ ନେଇଛନ୍ତି ।

ଫସିଛନ୍ତି ଦୁଇଶହରୁ ଅଧିକ ଶ୍ରମିକ

ତେବେ ଫସିରହିଥିବା ଶ୍ରମିକମାନଙ୍କ ନିକଟରେ ଦେଖାଦେଇଛି ଖାଦ୍ୟାଭାବ । ତେବେ ସରକାରଙ୍କ ପକ୍ଷରୁ ନିରାଶ୍ରୟ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରା ଯାଇଥିଲେ ମଧ୍ୟ ଏମାନଙ୍କୁ ଖାଦ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.