ETV Bharat / state

ଆଲୌକିକ ନା ଅନ୍ଧବିଶ୍ବାସ: ନିମ୍ବ ଗଛରୁ ଝରୁଛି କ୍ଷୀର - ନିମ୍ବ ଗଛରୁ ବାହାରୁଛି କ୍ଷୀର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଘଟିଛି ଏହି ଅଲୌକିକ ଘଟଣା । ସେହି ଗାଁର କିଶୋର ଚନ୍ଦ୍ର ଷଣ୍ଢଙ୍କ ନିମ୍ବ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି।

neem tree
ଭୁବନରେ ଆଲୌକିକ ଘଟଣା
author img

By

Published : Jan 23, 2020, 7:02 PM IST

ଢେଙ୍କାନାଳ: ନିମ୍ବ ଗଛରୁ ଅନବରତ ଝରୁଛି କ୍ଷୀର । କଥାଟା ବିଶ୍ବାସ ହେଉ ନଥିଲେ ବି ସତ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଘଟିଛି ଏହି ଅଲୌକିକ ଘଟଣା । ସେହି ଗାଁର କିଶୋର ଚନ୍ଦ୍ର ଷଣ୍ଢଙ୍କ ନିମ୍ବ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖିବାକୁ ଦେଖେଣାହାରୀଙ୍କ ଭିଡ ଲାଗିବା ସହ ଲୋକଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଉଛି ।

ଭୁବନରେ ଆଲୌକିକ ଘଟଣା

ସ୍ଥାନୀୟ ଲୋକମାନେ ଏଭଳି ଘଟଣାକୁ ଠାକୁରଙ୍କ ମହିମା କହୁଛନ୍ତି । କ୍ଷୀର ବାହାରିବା ପରଠାରୁ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଲୋକେ ଧୂପ, ଦୀପ, ଫୁଲ ଦେଇ ଗଛକୁ ପୂଜାର୍ଚ୍ଚନା କରିବା ସହିତ ସେଥିରୁ ବାହାରୁଥିବା କ୍ଷୀରକୁ ପାଦୁକା ରୂପେ ପାଉଥିବା ଦେଖାଯାଇଛି। ଏହି ଘଟଣା ପ୍ରଘଟ ହେଲା ପରେ କେବଳ ଗ୍ରାମବାସୀ ନୁହେଁ ପ୍ରତିଦିନ ଆଖପାଖ ଅଞ୍ଚଳରୁ ଲୋକମାନଙ୍କର ସୁଅ ଛୁଟୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:
ଆଙ୍କର- ନିମ୍ବ ଗଛରୁ ଅନବରତ ଝରୁଛି କ୍ଷିର । କଥାଟା ଅବିଶ୍ବାସ ହେଲେ ବି ସତ । Body:ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମ କିଶୋର ଚନ୍ଦ୍ର ଷଣ୍ଢଙ୍କ  ନିମ୍ବ ଗଛରୁ ଝରୁଛି କ୍ଷିର,। ସ୍ଥାନୀୟ ଲୋକମାନେ ଏଭଳି ଘଟଣାକୁ ଠାକୁରଙ୍କ ମହିମା କହୁଛନ୍ତି । କ୍ଷିର  ବାହାରିବା ପରଠାରୁ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଲୋକେ ଧୂପ, ଦୀପ, ଫୁଲ ଦେଇ ଗଛକୁ ପୂଜାର୍ଚ୍ଚନା କରିବା ସହିତ ସେଥିରୁ ବାହାରୁଥିବା କ୍ଷିରକୁ ପାଦୁକା ରୂପେ ପାଉଥିବା ଦେଖାଯାଇଛି। ଏହି ଘଟଣା ପରେ ପ୍ରଘଟ ହେଲା ପରେ କେବଳ ଗ୍ରାମବାସୀ ନୁହେଁ ପ୍ରତିଦିନ ଆଖପାଖ ଅଞ୍ଚଳରୁ ଲୋକମାନଙ୍କର ସୁଅ ଛୁଟୁଛି ।

Conclusion:ନିମ୍ବ ଗଛରୁ ଜଗନ୍ନାଥଙ୍କ ମୂର୍ତ୍ତୀ ନିର୍ମିତ ହେଉଥିବାରୁ ଏହାକୁ ନେଇ ଲୋକମାନଙ୍କର ମନରେ ବିଶ୍ବାସ ବଢୁଛି ଓ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେବାରେ ଲାଗିଛି।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.