ETV Bharat / state

ବାର୍ଦ୍ଧକ୍ୟ ଭତ୍ତା ହଡପ କରି କୁମୁସି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଜଣେ ସରକାରୀ ଅଧିକାରୀ ଭାବେ ବାର୍ଦ୍ଧକ୍ୟ ଭତ୍ତା ହଡପ କରିବା ନିର୍ବାହୀ ଅଧିକାରୀଙ୍କୁ ପଡିଛି ମହଙ୍ଗା । ଘଟଣାଟି ହେଉଛି ପରଜଙ୍ଗ କୁମୁସି ଗ୍ରାମ ପଞ୍ଚାୟତର । ଯେଉଁଠି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି ବାର୍ଦ୍ଧକ୍ୟ ଭତ୍ତା ହଡପ ଅଭିଯୋଗ ।

dhenkanal latest news, kumusi gram panchayat peo suspended, peo suspended for illegal work, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, କୁମୁସି ଗ୍ରାମ ପଞ୍ଚାୟତ ପିଇଓ ନିଲମ୍ବିତ, ଅର୍ଥ ହଡପ ଅଭିଯୋଗରେ ପିଇଓ ନିଲମ୍ବିତ
ବାର୍ଦ୍ଧକ୍ୟ ଭତ୍ତା ହଡପ କରି କୁମୁସି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ
author img

By

Published : Jul 26, 2020, 4:40 AM IST

ଢେଙ୍କାନାଳ: ଜଣେ ସରକାରୀ ଅଧିକାରୀ ଭାବେ ବାର୍ଦ୍ଧକ୍ୟ ଭତ୍ତା ହଡପ କରିବା ନିର୍ବାହୀ ଅଧିକାରୀଙ୍କୁ ପଡିଛି ମହଙ୍ଗା । ଘଟଣାଟି ହେଉଛି ପରଜଙ୍ଗ କୁମୁସି ଗ୍ରାମ ପଞ୍ଚାୟତର । ଯେଉଁଠି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି ବାର୍ଦ୍ଧକ୍ୟ ଭତ୍ତା ହଡପ ଅଭିଯୋଗ । ଏନେଇ ଢେଙ୍କାନାଳ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ପିଇଓ ହେଲେ ଅନିରୁଦ୍ଧ ମହାଭୋଇ ।

ସୂଚନା ଅନୁଯାୟୀ କୁମୁସି ପଞ୍ଚାୟତରେ ଅନିରୁଦ୍ଧଙ୍କ ନାମରେ 30 ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ହଡପ କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଯାଞ୍ଚ ହେବା ପରେ ଯାଞ୍ଚ ରିପୋର୍ଟକୁ ଆଧାର କରି ପିଇଓ ଅନିରୁଦ୍ଧଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.