ETV Bharat / state

ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ଦୂର କରିବ ‘ଜୀବନବିନ୍ଦୁ’ - ଟାଉନ ହଲରେ ଜୀବନ ବିନ୍ଧୁ କାର୍ଯ୍ୟକ୍ରମ

ଢେଙ୍କାନାଳ ଟାଉନ ହଲ ପରିସରରେ ଏକ ଦାନ ଶିବିର ରକ୍ତଦାନ କାର୍ଯ୍ୟକ୍ରମ 'ଜୀବନବିନ୍ଦୁ' ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବିଜୁ ଛାତ୍ରଜନତା ଦଳର ସଦସ୍ୟମାନେ ରକ୍ତଦାନ କରିଛନ୍ତି ।

Jiban Bindu blood donation CAMP at  Dhenkanal Town Hall
ଢେଙ୍କାନାଳ ଟାଉନ ହଲରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
author img

By

Published : Jul 24, 2020, 7:17 PM IST

ଢେଙ୍କାନାଳ: ସ୍ଥାନୀୟ ଟାଉନ ହଲ ପରିସରରେ ଏକ ରକ୍ତଦାନ ଶିବିର ରକ୍ତଦାନ କାର୍ଯ୍ୟକ୍ରମ 'ଜୀବନବିନ୍ଦୁ' ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବିଜୁ ଛାତ୍ରଜନତା ଦଳର ସଦସ୍ୟ ମାନେ ରକ୍ତଦାନ କରିଛନ୍ତି । ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଧାୟକ ସୁଧୀର ସାମଲ ଉଦଘାଟନ କରିଥିଲେ ।

ଢେଙ୍କାନାଳ ଟାଉନ ହଲରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

କୋରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ସଫଳ ହେବା ସହ ରକ୍ତଭାବ ଦୂରକରିବାରେ ସହାୟକ ହେବ ବୋଲି ବିଧାୟକ କହିଛନ୍ତି ।

ଢେଙ୍କାନାଳ ରେଡ଼କ୍ରସ ସହାୟତାରେ ବିଜୁ ଛାତ୍ର ଜନତା ଓ ଯୁବ ଜନତା ଦଳର ସଦସ୍ୟମାନେ ରକ୍ତଦାନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.