ETV Bharat / state

ମଦ ପାଇଁ ଟଙ୍କା ନଦେବାରୁ କାନ୍ଥରେ ଛେଚିଲା ସ୍ତ୍ରୀର ମୁଣ୍ଡ, ମଦ୍ୟପ ସ୍ବାମୀ ଫେରାର

author img

By

Published : Dec 18, 2019, 5:49 AM IST

ସ୍ଥାନୀୟ ଦକ୍ଷିଣକାଳୀ କଲୋନୀରେ ମଦ୍ୟପ ସ୍ବାମୀର ଉନ୍ମୁକ୍ତ କାଣ୍ଡ । ଭତ୍ତା ଟଙ୍କା ନଦେବାରୁ ପତ୍ନୀର ମୁଣ୍ଡକୁ କାନ୍ଥରେ ଛେଚି ଫେରାର । ଅଧିକ ପଢନ୍ତୁ ...

husband attacks wife in dhenkanal, dhenkanal latest crime news, husband wife conflict in dhenkanal, ଢେଙ୍କାନାଳ ଲାଟେଷ୍ଟ ଅପରାଧ ଖବର, ଢେଙ୍କାନାଳରେ ସ୍ତ୍ରୀକୁ ସ୍ବାମୀର ଆକ୍ରମଣ, ଢେଙ୍କାନାଳରେ ସ୍ବାମୀ ସ୍ତ୍ରୀ ବିବାଦ
ଭତ୍ତା ଟଙ୍କା ନଦେବାରୁ କାନ୍ଥରେ ଛେଚିଲା ସ୍ତ୍ରୀର ମୁଣ୍ଡ, ମଦ୍ୟପ ସ୍ବାମୀ ଫେରାର

ଢେଙ୍କାନାଳ: ସ୍ଥାନୀୟ ଦକ୍ଷିଣକାଳୀ କଲୋନୀରେ ମଦ୍ୟପ ସ୍ବାମୀର ଉନ୍ମୁକ୍ତ କାଣ୍ଡ । ଭତ୍ତା ଟଙ୍କା ନଦେବାରୁ ପତ୍ନୀର ମୁଣ୍ଡକୁ କାନ୍ଥରେ ଛେଚି ଫେରାର । ଫଳରେ ଗୁରୁତର ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ସ୍ଥାନୀୟ ଦକ୍ଷିଣକାଳୀ କଲୋନୀରେ ମଙ୍ଗଳବାର ରାତିରେ ଏପରି ଏକ ଅଭାବନୀୟ କାଣ୍ଡ ଘଟିଛି । ଗୁରୁତର ବୃଦ୍ଧା ଜଣଙ୍କ କୁନି ନାଏକ । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଏପରି କାଣ୍ଡ ଘଟାଇଥିବା ସ୍ବାମୀ ସୁରେଶ ନାଏକ ଫେରାର ହୋଇଯାଇଛି।

ସୋମବାର କୁନି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇଥିଲେ। ଯାହାକୁ ନେଇ ସ୍ବାମୀ ସୁରେଶ ମଦ ପିଇବା ପାଇଁ କହିବାରୁ ଟଙ୍କା ଦେବାକୁ ମନା କରିଦେଇଥିଲେ କୁନି । ଫଳରେ ମଦ ପିଇ ଘରକୁ ଫେରିବା ପରେ ଏପରି କାଣ୍ଡ ଘଟାଇଥିବା ପ୍ରକାଶ କରିଛନ୍ତି ଗୁରୁତର ବୃଦ୍ଧାଙ୍କ ସମ୍ପର୍କୀୟା । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.