ETV Bharat / state

୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ, ଜଣେ ଗିରଫ - ଢେଙ୍କାନାଳ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ ଖବର

ଢେଙ୍କାନାଳ ବନ ବିଭାଗର ଚଢ଼ାଉ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ କରିବା ସହ ଜଣକୁ ଗିରଫ କରିଛି । ଅଧିକ ପଢନ୍ତୁ...

୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ , ଜଣେ ଗିରଫ

author img

By

Published : Oct 26, 2020, 5:32 PM IST

ଢେଙ୍କାନାଳ: ଚୋରା କାଠ ଜବତ, ଜଣେ ଗିରଫ । ଢେଙ୍କାନାଲ ଜିଲ୍ଲା ଭାଲିଆପାଟ ଗ୍ରାମରେ ବନ ବିଭାଗର ଚଢ଼ାଉ କରି ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ ଓ ଜଣେ ଗିରଫ କରାଯାଇଛି ।

୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ , ଜଣେ ଗିରଫ

ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଗଁନ୍ଦିଆ ଥାନା ଅନ୍ତର୍ଗତ ଭାଲିଆପାଟ ଗ୍ରାମରେ ବନବିଭାଗ ଚଢ଼ାଉ କରିଥିଲା । ଉକ୍ତ ଗ୍ରାମର ମଳୟ ପାତ୍ରଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ତାଙ୍କ ଘରୁ ଶାଳ ଓ ସାଗୁଆନ ଆଦି ଶହେରୁ ଉର୍ଧ୍ଵ ଚୋରା ସାଇଜ କାଠ ଜବତ କରାଯାଇଛି । ଜବତ କାଠର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଧ୍ଵ ହେବ । ଏହି କାଠ ଚୋରା ଚାଲାଣ କରୁଥିବା ମଳୟ ପାତ୍ରଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.