ETV Bharat / state

ଫୁଲରେ ସଜେଇ ହେଲା ଢେଙ୍କାନାଳ ମିନି ଷ୍ଟାଡିୟମ - ଢେଙ୍କାନାଳରେ ପୁଷ୍ପ ପ୍ରଦର୍ଶନୀ

ଢେଙ୍କାନାଳ ମିନି ଷ୍ଟାଡିୟମରେ ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ। ପ୍ରଦର୍ଶନୀରେ ଫୁଲ ସହ ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ...

dhenkanal
ଢେଙ୍କାନାଳରେ ପୁଷ୍ପ ପ୍ରଦର୍ଶନୀ
author img

By

Published : Jan 27, 2020, 10:55 PM IST

ଢେଙ୍କାନାଳ: ସାଧାରଣତନ୍ତ୍ର ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିୟମରେ ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ପ୍ରଦର୍ଶନୀରେ ଫୁଲ ସହ ରଙ୍ଗୋଲିକୁ ମଧ୍ୟ ସ୍ଥାନ ଦିଆଯାଇଛି।

ଢେଙ୍କାନାଳରେ ପୁଷ୍ପ ପ୍ରଦର୍ଶନୀ

ଢେଙ୍କାନାଳ ଜିଲ୍ଲା ପ୍ରଶାସନ, ଉଦ୍ୟାନ ବିଭାଗ ଓ ରୋଟାରୀ କ୍ଲବ ମିଳିତ ଭାବେ ଏହାକୁ ଆୟୋଜନ କରିଛନ୍ତି। ଦେଶ ପାଇଁ ବଳିଦାନ ଦେଉଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଏହି ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ। ଫଳରେ ରଙ୍ଗୋଲିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ଏହି ପୁଷ୍ପ ପ୍ରଦର୍ଶନୀ ଫୁଲ ଚାଷୀମାନଙ୍କୁ ବେଶ ଉତ୍ସାହିତ କରୁଥିବାବେଳେ ଦେଖାଣାହାରୀଙ୍କୁ ବେଶ ଆକର୍ଷିତ କରୁଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Intro:ଭିଓ-୧: ସାଧାରଣତନ୍ତ୍ର ଦିବସ ଅବସରରୁ ଢେଙ୍କାନାଳ ମିନି ଷ୍ଟାଡିୟମ ଥରେ ଏକ ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହାକୁ ଲୋକମାନେ ବେଶ ଉପଭୋଗ କରୁଛନ୍ତି ।
ବାଇଟ-୧: ଶୁକାନ୍ତି ମହାପାତ୍ର, ସ୍ଥାନୀୟ ବାସିନ୍ଦା

Body:ଭିଓ-୨: ଏହି ପୁଷ୍ପ ପ୍ରଦର୍ଶନୀରେ କେବଳ ଯେ ଫୁଲ ତା ନୁହେଁ। ଏଥିରେ ଚଳିତ ବର୍ଷ ରଙ୍ଗୋଲି କୁ ମଧ୍ୟ ସ୍ଥାନ ଦିଆଯାଇଛି। ଯାହା ଫଳରେ ଏହି ରଙ୍ଗୋଲି ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି ।
ବାଇଟ: ସୌମିତ୍ରୀ , ରଙ୍ଗୋଲି ପ୍ରତିଯୋଗୀ

ଭିଓ-୩: ଢେଙ୍କାନାଳ ଜିଲା ପ୍ରଶାସନ, ଉଦ୍ୟାନ ବିଭାଗ ଓ ରୋଟାରୀ କ୍ଲବ ମିଳିତ ଭାବେ ଏହାକୁ ଆୟୋଜନ କରିଛନ୍ତି । ଦେଶ ପାଇଁ ବଳିଦାନ ଦେଉଥିବା ସହିଦ ମାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଧେଶ୍ୟରେ ଏହି ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଉଦ୍ୟାନ ବିଭାଗର ଉପ ନିର୍ଦେଶକ ।
ବାଇଟ: ଭଗବାନ ଦାସ, ଉପନିର୍ଦେଶକ,ଉଦ୍ୟାନ କୃଷି ବିଭାଗ,ଢେଙ୍କାନାଳ

Conclusion:ଫାଭିଓ: ଏହି ପୁଷ୍ପ ପ୍ରଦର୍ଶନୀ ଫୁଲ ଚାଷୀମାନଙ୍କୁ ବେଶ ଉତ୍ସାହିତ କରୁଥିବାବେଳେ ଦେଖାନାହାରୀଙ୍କୁ ମଧ୍ୟ ଆକର୍ଷିତ କରୁଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ । ଇଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.