ETV Bharat / state

ଉପୁଡିଲା ଗଛ, ଉଡିଲା ଗାଡି - ଢେଙ୍କାନାଳ

ବାତ୍ୟା ସମୟରେ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ 90 ରୁ 100 କିଲୋମିଟର ଥିଲାବେଳେ ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଗଛ ସାଙ୍ଗକୁ ବିଜୁଳି ଖୁଣ୍ଟ ସବୁ ଉପୁଡ଼ି ପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : May 3, 2019, 8:50 PM IST

ଢେଙ୍କାନାଳ: ଫନି ପ୍ରଭାବରେ ଜିଲ୍ଲାରେ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବାତ୍ୟା ସମୟରେ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ 90 ରୁ 100 କିଲୋମିଟର ଥିଲାବେଳେ ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଗଛ ସାଙ୍ଗକୁ ବିଜୁଳି ଖୁଣ୍ଟ ସବୁ ଉପଡ଼ି ପଡିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଗଛ ପଡି ଶଢଙ୍ଗୀ ଚଢେଇଧରା ରାସ୍ଥାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇ ରାସ୍ତାରେ ଏକ ଆମ୍ବୁଲାନ୍ସ ମଧ୍ୟ ଫନି ପ୍ରଭାବରେ ଉଡି ଯାଇଥିଲା । ସେହିପରି ଗନ୍ଦିଆ ଢେ଼ଙ୍କାନାଳ ରାସ୍ଥାରେ ଗଛ ପଡି ମଧ୍ୟ ଯାତାୟାତ ଠପ ହୋଇଯାଇଛି ।

ତମାମ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ଏନଡିଆରଏଫ ଓ ଅଗ୍ନୀଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡିଥିବା ଗଛଗୁଡିକୁ କାଟି ଉଠାଇବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନୀ ର ସୂଚନା ମିଳିନାହିଁ ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭ ଭାରତ

Intro:Body:

gfdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.