ETV Bharat / state

ବିଦ୍ୟୁତ ଆଘାତରେ ଚାଲିଗଲା ଦନ୍ତାର ଜୀବନ

author img

By

Published : Jan 15, 2020, 6:47 PM IST

ହିନ୍ଦୋଳ ଉପଖଣ୍ଡ ଗୁରିଲୋ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ଅଧିକ ପଢନ୍ତୁ...

ବିଦ୍ୟୁତ କରେଣ୍ଟ ଲାଗି ଦନ୍ତାହାତୀର ମୃତ୍ୟୁ
ବିଦ୍ୟୁତ କରେଣ୍ଟ ଲାଗି ଦନ୍ତାହାତୀର ମୃତ୍ୟୁ

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟି ଏକ ଦନ୍ତାହାତୀ ବୋଲି ଜଣାପଡିଛି। ହିନ୍ଦୋଳ ଉପଖଣ୍ଡର ଗୁରିଲୋ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି।

ବିଦ୍ୟୁତ କରେଣ୍ଟ ଲାଗି ଦନ୍ତାହାତୀର ମୃତ୍ୟୁ

ହାତୀର ବୟସ 14ରୁ 15ବର୍ଷ ବୋଲି ଜଣାପଡିଛି। ତାର ମୃତ୍ୟୁ ବିଦ୍ୟୁତ କରେଣ୍ଟ ଲାଗି ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ କିଛି ବିଦ୍ୟୁତ ତାରକୁ ମଧ୍ୟ ବନବିଭାଗ ଜବତ କରିଛି । ହାତୀ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଅଧିକ ତଦନ୍ତ କରୁଛି ବନବିଭାଗ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର- ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ହୋଇଛି।ମୃତ ହାତୀଟି ଏକ ଦନ୍ତାହାତୀ ବୋଲି ଜଣାପଡିଛି।
Body:ହିନ୍ଦୋଳ ଉପଖଣ୍ଡର ଗୁରିଲୋ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ହାତୀଟି ମରିପଡିଥିବା ଦେଖାଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତ ଦେହ ଉଦ୍ଧାର କରିଛନ୍ତି।  ହାତୀର ବୟସ ୧୪ରୁ ୧୫ ବର୍ଷ ବୋଲି ଜଣାପଡିଛି। ତେବେ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି।ଜଙ୍ଗଲରେ ବାରହା ପାଇଁ ବିଛା ଯିଇଥିବା ବିଦ୍ୟୁତ କରେଣ୍ଟରେ ଏହି ଦନ୍ତାହାତୀଟି ମରିପଡିଥିବା ଅନୁମାନ କରାଯାଇଛି। ଘଟଣାସ୍ଥଳରୁ କିଛି ବିଦ୍ୟୁତ ତାରକୁ ମଧ୍ୟ  ବନବିଭାଗ  ଜବତ କରିଛି।

Conclusion:ହାତୀ ଶବ  ବ୍ୟବଛେଦ କରାଯାଇଥିବା ବେଳେ ଅଧିକ ତଦନ୍ତ କରୁଛି ବନବିଭାଗ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.