ETV Bharat / state

ପରଜଙ୍ଗରେ ଗଜରାଜଙ୍କ ଉପଦ୍ରବ, ଗାଁରେ ପଶି ଭାଙ୍ଗିଲା ଘର - କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି

ପୁଣି ଆତଙ୍କ ଖେଳାଇଲେ ଗଜରାଜ। ବିଳମ୍ବିତ ରାତି ପ୍ରାୟ ୨ଟାବେଳେ ଏକ ଦନ୍ତାହାତୀ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ପରଜଙ୍ଗ ଗାଁରେ ଘର ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Sep 19, 2019, 2:30 PM IST

ଅନୁଗୋଳ: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ପରଜଙ୍ଗ ଗାଁରେ ହାତୀ ଆତଙ୍କ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏକ ଦନ୍ତାହାତୀ ଗାଁର ଗୁଣ୍ଡିଚା ମଲ୍ଲିକ , କପିଳ ମଲ୍ଲିକ ଓ ବାମଦେବ ମଲ୍ଲିକଙ୍କ ଘର ଗୁଡିକ ଭାଙ୍ଗି ଦେଇଥିବା ମହାବିରୋଡ଼ ରେଞ୍ଜରଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ସେହି ଅଞ୍ଚଳରେ ହାତୀ ଆତଙ୍କ ସବୁବେଳେ ଲାଗି ରହିଥିବା ଜଣାପଡ଼ିଛି । ପ୍ରାୟ ଶତାଧିକ ହାତୀଙ୍କ ଆତଙ୍କରେ ଅତିଷ୍ଠ ହୋଇ ଗଲେଣି ଅଞ୍ଚଳବାସୀ । ତୁରନ୍ତ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବା ସହ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ତେବେ ସବୁଠାରୁ ବଡ କଥା ହେଲା ଗାଁରେ ହାତୀ ଆତଙ୍କ ଖେଳାଇଥିବାବେଳେ ବନବିଭାଗର ଦେଖା ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପରଜଙ୍ଗ ରେ ହାତୀ ଆତଙ୍କ,ଭୟଭୀତ ସ୍ଥାନୀୟ ବାସିନ୍ଦା.Body:ଢେ଼ଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ପରଜଙ୍ଗ ଗାଁରେ ହାତୀ ଆତଙ୍କ । ଗତ କାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏକ ଦନ୍ତା ହାତୀ ଗ୍ରାମର ଗୁଣ୍ଡିଚା ମଲ୍ଲିକ ,କପିଳ ମଲ୍ଲିକ ଓ ବାମଦେବ ମଲ୍ଲିକଙ୍କ ଘର ଗୁଡିକ ଭାଙ୍ଗି ଦେଇଥିବା ମହାବିରୋଡ଼ ରେଞ୍ଜରଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଂଚଳରେ ହାତୀ ଆତଙ୍କ ସବୁବେଳେ ଲାଗି ରହିଥିବା ଜଣା ପଡ଼ିଛି । ପ୍ରାୟ ଶତାଧିକ ହାତୀଙ୍କ ଆତଙ୍କରେ ଅତିଷ୍ଠ ହୋଇ ଗଲେଣି ଅଂଚଳବାସୀ । ତୁରନ୍ତ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବା ସହ କ୍ଷୟ କ୍ଷତି ହୋଇଥିବା ଲୋକ ମାନଙ୍କୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
ବାଇଟ୍୧-ଗୁଣ୍ଡିଚା ମଲ୍ଲିକ,ସ୍ଥାନୀୟ ବାସିନ୍ଦା ,ପରଜଙ୍ଗ
ବାଇଟ ୨- କପିଳ ମଲ୍ଲିକ,ସ୍ଥାନୀୟ ବାସିନ୍ଦା ,ପରଜଙ୍ଗ
Conclusion:ତେବେ ଗାଁ ରେ ହାତୀ ଆତଙ୍କ ଭିଆଇ ଥିଲେ ବି ବନ ବିଭାଗର ଦେଖା ନାହିଁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.