ETV Bharat / state

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ତଦନ୍ତ ଜାରି ,ଶୌଚ ହେବାକୁ ଯାଇଥିବା ବେଳେ ଘଟିଲା ଅଘଟଣ । ଅଧିକ ପଢନ୍ତୁ....

elephant attack in dhenkanal , one old man dead
ବୃଦ୍ଧଙ୍କୁ କଚଡି ମାରିଲା ଦନ୍ତା
author img

By

Published : Dec 19, 2020, 10:51 AM IST

ଢେଙ୍କାନାଳ: ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣକ କାର୍ତ୍ତିକ ସାହୁ ବୋଲି ଜଣାପଡିଛି ।

ବୃଦ୍ଧଙ୍କୁ କଚଡି ମାରିଲା ଦନ୍ତା

ସୂଚନା ଅନୁସାରେ,ଢେଙ୍କାନାଳର ଖଟୁଆହତାର ବୃଦ୍ଧ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ହେଲେ ଘନ କୁହୁଡ଼ି ଯୋଗୁଁ ହାତୀ ଥିବା ଜାଣି ପାରିନଥିଲେ। ଫଳରେ ହାତୀ ହାବୁଡ଼ରେ ପଡିଯାଇଥିଲେ । ସେଠାରେ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.