ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଧାରଣା - Dhenkanal Women's College Students

ଢେଙ୍କାନାଳ ଜିଲ୍ଲା ମହିଳା ମହାବିଦ୍ୟାଳୟର ଫାଟକ ସମ୍ମୁଖରେ ଶେଷ ବର୍ଷ ଛାତ୍ରୀଙ୍କ ଧାରଣା । ସେମାନଙ୍କର ଅଭିଯୋଗ ଯେହେତୁ ଚତୁର୍ଥ ସେମିଷ୍ଟାର ବିଷୟକୁ ସେମାନେ ଅନଲାଇନରେ ପଢିଛନ୍ତି ସେହିପରି ଅନଲାଇନରେ ପରୀକ୍ଷା କରାଯାଉ । ଅଧିକ ପଢନ୍ତୁ...

Dhenkanal Women's College
Dhenkanal Women's College
author img

By

Published : Oct 26, 2021, 10:31 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହିଳା ମହାବିଦ୍ୟାଳୟର ଫାଟକ ସମ୍ମୁଖରେ ଶେଷ ବର୍ଷ ଛାତ୍ରୀଙ୍କ ଧାରଣା । ସେମାନଙ୍କର ଅଭିଯୋଗ ଯେହେତୁ ଚତୁର୍ଥ ସେମିଷ୍ଟାର ବିଷୟକୁ ସେମାନେ ଅନଲାଇନରେ ପଢିଛନ୍ତି ସେହିପରି ଅନଲାଇନରେ ପରୀକ୍ଷା କରାଯାଉ ।

ଅନଲାଇନ ପରୀକ୍ଷା ଦାବିରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଧାରଣା

କିନ୍ତୁ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ଅଫଲାଇନରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି ନିର୍ଦ୍ଦେଶକୁ ଛାତ୍ରୀମାନେ ବିରୋଧ କରିଛନ୍ତି। ଚତୁର୍ଥ ସେମିଷ୍ଟାର ପରିକ୍ଷା ଆସନ୍ତା ମାସ ୧୬ ତାରିଖରେ ଧାର୍ଯ୍ୟ କରାଯାଇଛି । ଏବେ ଏହି ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କୁ ଅଫଲାଇନ ଯୋଗେ ପଞ୍ଚମ ସେମିଷ୍ଟାର ବିଷୟରେ ପାଠ ପଢା ଚାଲିଛି ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.