ETV Bharat / state

ରାଷ୍ଟ୍ରପତି ପୁରସ୍କାର ପାଇଁ ଢେଙ୍କାନାଳ SOG କମାଣ୍ଡୋ ଅରବିନ୍ଦ ସାହୁ ମନୋନୀତ - ଅରବିନ୍ଦ ସାହୁ

ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନର SOG କମାଣ୍ଡୋ ଅରବିନ୍ଦ ସାହୁ । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ପୁରସ୍କାର ଢେଙ୍କାନାଳ SOG କମାଣ୍ଡୋ ଅରବିନ୍ଦ ସାହୁ ମନୋନୀତ

author img

By

Published : Aug 15, 2021, 8:57 PM IST

ଢେଙ୍କାନାଳ: ଓଡିଶାରୁ ୬୭ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ବାଜିରାଉତ ମାଟି ଭୁବନର ଲଢୁଆ ପୁଅ ଅରବିନ୍ଦ ସାହୁଙ୍କ ନାମ ମଧ୍ୟ ରହିଛି । ଏହି ଘୋଷଣା ହେବା ଅରବିନ୍ଦଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ରାଷ୍ଟ୍ରପତି ପୁରସ୍କାର ଢେଙ୍କାନାଳ SOG କମାଣ୍ଡୋ ଅରବିନ୍ଦ ସାହୁ ମନୋନୀତ
ରାଷ୍ଟ୍ରପତି ପୁରସ୍କାର ଢେଙ୍କାନାଳ SOG କମାଣ୍ଡୋ ଅରବିନ୍ଦ ସାହୁ ମନୋନୀତ

ଅରବିନ୍ଦ ୨୦୧୩ ମସିହାରେ SOG କମାଣ୍ଡୋ ଭାବେ ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ Third IRB Battalionରେ ନିଯୁକ୍ତି ପାଇଥିଲେ । ପରେ ୨୦୧୯ ମସିହାରେ କୋରାପୁଟ ଜିଲ୍ଲାକୁ ସ୍ପେସିଆଲ୍ ଅପରେସନ ପାଇଁ ଡେପୁଟେସନରେ ଯାଇଥିଲେ । ୨୦୧୯ ମସିହା ମେ ୮ ତାରିଖରେ କୋରାପୁଟ ଜିଲ୍ଲାର ପିଟୁଆ ଜଙ୍ଗଲରେ ପାଞ୍ଚ ଜଣ ନକ୍ସଲମାନଙ୍କ ସହିତ ସେ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ପରିଶେଷରେ ୧୩ ଜଣ ସହଯୋଗୀଙ୍କ ସହିତ ଅରବିନ୍ଦ ପିଟୁଆ ଜଙ୍ଗଲରେ ପାଞ୍ଚ ଜଣ ନକ୍ସଲଙ୍କୁ ନିପାତ କରିଥିଲେ ।

ଯାହା ଗୌରବର ବିଷୟ ଥିଲା । ତେଣୁ ଆସନ୍ତା ଗଣତନ୍ତ୍ର ଦିବସରେ ଅରବିନ୍ଦ ସାହୁଙ୍କ ସମେତ ମୋଟ ୬୬ ଜଣଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ Police medal for Gallantry ପୁରସ୍କାର ଦିଆଯିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.