ETV Bharat / state

ଭାପୁର ନାବାଳିକା ଆତ୍ମହତ୍ୟା ଘଟଣା: ନିଲମ୍ବିତ ହେଲେ ଆଉ ଜଣେ ଥାନାବାବୁ

ପୋଲିସ ଅବହେଳାରୁ ନାବାଳିକା ଆତ୍ମହତ୍ୟା ଘଟଣା । ନିଲମ୍ବିତ ହେଲେ ପୂର୍ବତନ ଭାପୁର ଫାଣ୍ଡି ଅଧିକାରୀ । ଅଧିକ ପଢନ୍ତୁ.....

author img

By

Published : Jul 31, 2020, 12:40 PM IST

a asi suspended in dhenkanal
ପୋଲିସ ଅବହେଳାରୁ ନାବାଳିକା ଆତ୍ମହତ୍ୟା ଘଟଣା,ନିଲମ୍ବିତ ହେଲେ ଆଉ ଜଣେ ଥାନାବାବୁ

ଢେଙ୍କାନାଳ:ପୋଲିସ ଅବହେଳାରୁ ନାବାଳିକା ଆତ୍ମହତ୍ୟା ଘଟଣା । ଏନେଇ ଆଉଜଣେ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାପୁରର ପୂର୍ବତନ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପଢିହାରୀଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ତାଙ୍କୁ ନିଲମ୍ବିତ କରିଛନ୍ତି ।

ପ୍ରଶାନ୍ତ ଏବେ ନିହଲପ୍ରସାଦ ଥାନାରେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ, ଏହି ଘଟଣାରେ ଗୁରୁବାର ଭାପୁର ଫାଣ୍ଡିର ଏଏସଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.