ETV Bharat / state

ଶ୍ରମ ଆଇନ ପରିବର୍ତ୍ତନ ପ୍ରତ୍ୟାହାର ଦାବି

author img

By

Published : Oct 28, 2020, 7:57 PM IST

ଶ୍ରମ ଆଇନର ପରିବର୍ତ୍ତନ ପ୍ରତ୍ୟାହାର ଦାବି । ଭାରତୀୟ ମଜଦୂର ସଂଘ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ସରକାର ପରିବର୍ତ୍ତନ କରିଥିବା ଶ୍ରମଆଇନକୁ ପ୍ରତ୍ୟାହାର ଦାବିରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

Demands repeal of labor law changes in Dhenkanal
ଶ୍ରମ ଆଇନର ପରିବର୍ତ୍ତନ ପ୍ରତ୍ୟାହାର ଦାବି

ଢେଙ୍କାନାଳ: ଶ୍ରମ ଆଇନର ପରିବର୍ତ୍ତନ ପ୍ରତ୍ୟାହାର ଦାବି । ଭାରତୀୟ ମଜଦୁର ସଂଘ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ସରକାର ପରିବର୍ତ୍ତନ କରିଥିବା ଶ୍ରମ ଆଇନକୁ ପ୍ରତ୍ୟାହାର ଦାବିରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଭାବେ ପ୍ରସ୍ତୁତ କରିଥିବା ଶ୍ରମଆଇନକୁ ବିରୋଧ କରିଛି ମଜଦୂର ସଙ୍ଘ । ଏହି ଆଇନକୁ ପ୍ରତ୍ୟାହାର ଦାବିରେ ବୁଧବାର ଭାରତୀୟ ମଜଦୂର ସଂଘ ପକ୍ଷରୁ ଢେଙ୍କାନାଳରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି ।

ଶ୍ରମ ଆଇନର ପରିବର୍ତ୍ତନ ପ୍ରତ୍ୟାହାର ଦାବି

ଏହି ପ୍ରତିବାଦ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପ୍ରଶାସନଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ନୂତନ ଶ୍ରମଆଇନ ଶ୍ରମିକ ସ୍ୱାର୍ଥ ବିରୋଧ ହୋଇଥିବାରୁ ଏହା ପ୍ରତ୍ୟାହାର ଜରୁରୀ ବୋଲି ଢେଙ୍କାନାଳର ଜିଲ୍ଲା ସଂପାଦକ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.