ETV Bharat / state

ବାଲିଝୁରୀ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ପୋଲିସର ହତ୍ୟା ସନ୍ଦେହ

ଢେଙ୍କାନାଳ ବାଲିଝୁରୀ ଜଙ୍ଗଲରୁ ଜଣେ ଯୁବକଙ୍କୁ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଜାରି । ଅଧିକ ପଢ଼ନ୍ତୁ...

deadbody found from balujhuri forest, deadbody dhenkanal, police suspects murder, ବାଲିଝୁରୀ ଜଙ୍ଗଲରୁ ମିଳିଲା ମୃତଦେହ, ପୋଲିସର ହତ୍ୟା ସନ୍ଦେହ, ଢେଙ୍କାନାଳ ତପରଜଙ୍ଗ ବାଲିଝୁରୀ ଜଙ୍ଗଲ
ବାଲିଝୁରୀ ଜଙ୍ଗଲରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ
author img

By

Published : Jan 17, 2020, 11:29 PM IST

ଢେଙ୍କାନାଳ: ଜିଲ୍ଲାର ପରଜଙ୍ଗ ବାଲିଝୁରୀ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ କୁଟୁରିଆ ଗ୍ରାମର ଶେଷଦେବ ବେହେରା ବୋଲି ଜଣାପଡିଛି ।

ବାଲିଝୁରୀ ଜଙ୍ଗଲରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ

ମିଳିଥିବା ସୂଚନା ଅନୁସାରେ ଶେଷଦେବ ଗତ 4ଦିନ ହେବ ନିଖୋଜ ଥିଲେ । ଗୁରୁବାର ସନ୍ଧ୍ୟା ବେଳକୁ ତାଙ୍କର ମୃତଦେହ ବାଲିଝୁରୀ ଜଙ୍ଗଲ ନିକଟରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତଦେହ ଉପରେ ଗଛ ଡାଳ ଘୋଡାଇ ଦିଆଯାଇଥିଲା । ତେଣୁ ଏହା ଏକ ହତ୍ୟାକାଣ୍ଡ ହେବା ନେଇ ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରଙ୍କୁ ନେଇ ଅଧିକ ତଦନ୍ତ ଚଳାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:
ଅାଙ୍କର- ଢେ଼ଙ୍କାନାଳ ଜିଲ୍ଲା ଫରଜଙ୍ଗ ବାଲିଝୁରୀ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ କୁଟୁରିଆ ଗ୍ରାମର ଶେଷଦେବ ବେହେରା ।
Body:ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗ୍ରାମ  ନିକଟ ଜଙ୍ଗଲରୁ ଏହି ମୃତ ଦେହ  ମିଳିଛି। ଶେଷଦେବ ଗତ ୪ ଦିନ ହେବ ନିଖୋଜ ଥିଲେ । କାଲି ସନ୍ଧ୍ୟା ବେଳକୁ ତାଙ୍କର ମୃତଦେହ ବାଲିଝୁରୀ ଜଙ୍ଗଲ ନିକଟରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।  ମୃତଦେହ ଉପରେ ଗଛର ଡାଳ ଘୋଡାଇ ଦିଅା ଯାଇଥିଲା । ତେଣୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବ ବୋଲି ସନ୍ଦେହ କରାଯାଉଛି ।
Conclusion:ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନି କୁକୁର ପହଞ୍ଚ ତଦନ୍ତ ଚଳାଇଛି।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.