ETV Bharat / state

ଟଙ୍କା ନେଇ ଛୁ ବିଦେଶୀ ସଂସ୍ଥା, ଧାରଣାରେ ଠିକାଦାର - GMR factory aginst complain news

ସେଫକୋ ନାମକ ଏକ ବିଦେଶୀ ଠିକା ସଂସ୍ଥା ଠିକାଦାରଙ୍କ ଟଙ୍କା ଖାଇ ଛୁ ମାରିଥିବା ବେଳେ ବକେୟା ଟଙ୍କା ପାଇବା ଦାବିରେ ଠିକାଦାରମାନେ ଢେଙ୍କାନାଳ ଜିଲ୍ଲା କମଳଲାଙ୍ଗ ସ୍ଥିତ ଜିଏମଆର କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

contractor strike in dhenkal
ଧାରଣାରେ ବସିଲେ ଠିକାଦାର
author img

By

Published : Feb 3, 2020, 9:51 PM IST

ଢେଙ୍କାନାଳ: ଢେଙ୍କାନାଳରେ ଦେଶୀ ଠିକାଦାରଙ୍କ ଧାରଣା । ସେଫକୋ ନାମକ ଏକ ବିଦେଶୀ ଠିକା ସଂସ୍ଥା ଠିକାଦାରଙ୍କ ଟଙ୍କା ଖାଇ ଛୁ ମାରିଥିବା ବେଳେ ବକେୟା ଟଙ୍କା ପାଇବା ଦାବିରେ ଠିକାଦାରମାନେ ଢେଙ୍କାନାଳ ଜିଲ୍ଲା କମଳଲାଙ୍ଗ ସ୍ଥିତ ଜିଏମଆର କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇଛନ୍ତି।

ଧାରଣାରେ ବସିଲେ ଠିକାଦାର

ସୂଚନା ମୁତାବକ, ଢେଙ୍କାନାଳ କମଳଲାଙ୍ଗ ସ୍ଥିତ ଜିଏମଆର କାରଖାନା ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ସେଫକୋ ନାମକ ଏକ ବିଦେଶୀ ଠିକାଦାରୀ ସଂସ୍ଥାକୁ ଠିକାଦାରୀ ଦିଆଯାଇଥିଲା । ତେବେ ନିର୍ମାଣ କାମ ପରେ ଏହି ଠିକା ସଂସ୍ଥା କାମ ସାରି ଜିଏମଆରକୁ ହସ୍ତାନ୍ତର କରିସାରିଛି ।

ମାତ୍ର କାମ ଚାଲୁଥିବା ବେଳେ ସେଫକୋ ଅଧୀନରେ ପ୍ରାୟ 50ରୁ ଊର୍ଦ୍ଧ୍ବ ଠିକାଦାର କାମ କରୁଥଲେ । ତେବେ ଏହି ଠିକାଦାର ମାନଙ୍କର କୋଟି କୋଟି ଟଙ୍କା ନଦେଇ ଏହି ବିଦେଶୀ ଠିକା ସଂସ୍ଥା ଛୁ ମାରିଛି । ଫଳରେ ଏବେ ଏହି ଠିକାଦାର ମାନେ ବକେୟା ପ୍ରାପ୍ୟ ପାଇବା ପାଇଁ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଏମଆର କତ୍ତୃପକ୍ଷଙ୍କ ପାଖକୁ ଦୌଡି ଦୌଡି ନିରାଶ ହେବାକୁ ପଡିଛି । ଶେଷରେ ବାଧ୍ୟ ହୋଇ ଠିକାଦାରମାନେ ସୋମବାର ଗଣଧାରଣା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର: ସେଫକୋ ନାମକ ଏକ ବିଦେଶୀ ଠିକା ସଂସ୍ଥା କାମ ସାରି ଛୁ ମାରିଛି । ଏପଟେ ସେହି ଠିକାସଂସ୍ଥା ପାଖରେ ଠିକାଦାରୀ କରି ବକେୟା ଥିବା ଟଙ୍କା ନପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଆମ ଦେଶି ଠିକାଦାର । ଫଳରେ ଢେଙ୍କାନାଳ ଜିଲ୍ଲା କମଳଲାଙ୍ଗ ସ୍ଥିତ ଜିଏମ ଆର କାରଖାନା ସମୁଖ ରେ ଏହି ଠିକାଦାରମାନେ ଧାରଣା ଦେଇଥିବା ଜଣାପଡିଛି। କାରଖାନା ମୁଖ୍ୟ ଫାଟକ ବନ୍ଦ କରି ଠିକାଦାର ମାନେ ଧାରଣାରେ ବସିଥିବା ଜଣାପଡିଛି।

Body:ସୂଚନା ମୁତାବକ, ଢେଙ୍କାନାଳ କମଲାଙ୍ଗ ସ୍ଥିତ ଏହି ଜିଏମ ଆର କାରଖାନା ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ସେପକୋ ନାମକ ଏକ ବିଦେଶୀ ତଥା ଚାଇନା ଠିକାଦାରୀ ସଂସ୍ଥାକୁ ଠିକାଦାରୀ ଦିଆଯାଇଥିଲା। ତେବେ ନିର୍ମାଣ କାମ ପରେ ଏହି ଠିକା ସଂସ୍ଥା କାମସାରି ଜିଏମଆରକୁ ହସ୍ତାନ୍ତର କରିସାରିଛି । ମାତ୍ର କାମ ଚାଲୁଥିବା ବେଳେ ସେଫକୋ ଅଧୀନରେ ପ୍ରାୟ 50ରୁ ଉର୍ଦ୍ଧ୍ବ ଠିକାଦାର କାମ କରୁଥଲେ । ତେବେ ଏହି ଠିକାଦାର ମାନଙ୍କର କୋଟି କୋଟି ଟଙ୍କା ନ ଦେଇ ଏହି ବିଦେଶୀ ଠିକା ସଂସ୍ଥା ଛୁ ମାରିଛି । ଫଳରେ ଏବେ ଏହି ଠିକାଦାର ମାନେ ବକେୟା ପ୍ରାପ୍ୟ ପାଇବା ପାଇଁ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଏମଆର କତୃପକ୍ଷଙ୍କ ପାଖକୁ ଦୌଡି ନିରାଶ ହେବାକୁ ପଡିଛି ।  ଶେଷରେ ବାଧ୍ୟ ହୋଇ ଏହି ଗଣଧାରଣା ଦେଇଛନ୍ତି ।

Conclusion:ଜିଏମଆର କାରଖାନା ମୁଖ୍ୟ ଫାଟକ ବନ୍ଦ କରି  ଧାରଣା ଦେଇଥିବାରୁ ଘଟଣା ସ୍ଥଳରେ ଚାପା ଉତ୍ତ୍ୱେଜନା ପ୍ରକାଶ ପାଇଛି ।
ଢେଙ୍କାନାଳ ରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.