ETV Bharat / state

ପେଟ୍ରୋଲିୟମ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା - ଢେଙ୍କାନାଳ କଂଗ୍ରେସର ଶୋଭାଯାତ୍ରା

ଅହେତୁକ ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଆଦି ପେଟ୍ରୋଲିୟମ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ କରିଛି କଂଗ୍ରେସ । ଢେଙ୍କାନାଳରେ କଂଗ୍ରେସ କର୍ମୀମାନେ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ପେଟ୍ରୋଲ ପମ୍ପମାନଙ୍କରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟାନର ଚିରି ଫଟୋ ଚିତ୍ରରେ କାଳି ବୋଳିଛନ୍ତି । ଅଧିକ ପଢନ୍ତୁ...

ପେଟ୍ରୋଲିୟମ ସାମଗ୍ରୀ ଦରବୃଦ୍ଧିର ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

author img

By

Published : Feb 27, 2021, 7:45 PM IST

ଢେଙ୍କାନାଳ : ଅହେତୁକ ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଆଦି ପେଟ୍ରୋଲିୟମ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ କରିଛି କଂଗ୍ରେସ । ଯୁବ କଂଗ୍ରେସ ଡ଼ାକରାରେ ଆଜି ଢେଙ୍କାନାଳରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସହରରେ ବାଇକରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି ।

ପେଟ୍ରୋଲିୟମ ସାମଗ୍ରୀ ଦରବୃଦ୍ଧିର ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ଏହି ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ବିଭିନ୍ନ ପେଟ୍ରୋଲ ପମ୍ପକୁ ଯାଇ ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ ପୋଷ୍ଟର ଚିରିବା ସହ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ରରେ କାଳି ବୋଳିଛନ୍ତି । ଏପରିକି ପେଟ୍ରୋଲିୟମ ସାମଗ୍ରୀର ଅପେକ୍ଷାକୃତ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିର କାରଣ ହୋଇଛି । ଯାହାକି ସାଧାରଣ ଜୀବନ ଶୈଳୀକୁ ଅନେଜ ପ୍ରଭାବିତ କରିବା ସହ ଲୋକମାନଙ୍କୁ ଅସହ୍ୟ କଲାଣି । ଫଳରେ ଆଜିର ଦିନକୁ କଂଗ୍ରେସ ପକ୍ଷରୁ କଳା ଦିବସ ରୂପରେ ପାଳୁଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.