ETV Bharat / state

ଢେଙ୍କାନାଳରେ ‘ଓଡିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର ଶୁଭାରମ୍ଭ

ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରୁ ଆରମ୍ଭ ହୋଇ ଏହା ଆସନ୍ତା ସ୍ୱାଧୀନତା ଦିବସ ୧୫ତାରିଖ ଯାଏଁ ସପ୍ତାହେ ବ୍ୟାପି ଏହି ରକ୍ତଦାନ ଶିବିର ଚାଲୁ ରହିବ । ଅଧିକ ପଢନ୍ତୁ...

author img

By

Published : Aug 9, 2020, 2:09 PM IST

ଢେଙ୍କାନାଳରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିରର ଶୁଭାରମ୍ଭ

ଢେଙ୍କାନାଳ: ଟାଉନ ହଲ ପରିସରରେ ଛାତ୍ର ବିଜେଡି ପକ୍ଷରୁ ସାତ ଦିନ ଧରି ଚାଲିବ ରକ୍ତଦାନ ଶିବିର। ମହାମାରୀ କୋରନା ସମୟରେ ଯେପରି ରକ୍ତ ଭଣ୍ଡାରରେ ରକ୍ତାଭାବ ଦେଖା ନଦିଏ ସେନେଇ ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିରର ଶୁଭାରମ୍ଭ କରାଯାଇଛି ।

ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଉଦଘାଟନ କରିଛନ୍ତି । ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରୁ ଆରମ୍ଭ ହୋଇ ଏହା ଆସନ୍ତା ସ୍ୱାଧୀନତା ଦିବସ ୧୫ତାରିଖ ଯାଏଁ ସପ୍ତାହେ ବ୍ୟାପୀ ଏହି ରକ୍ତଦାନ ଶିବିର ଚାଲୁ ରହିବ ।

ଏହି ରକ୍ତଦାନ ଶିବିରରେ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ସ୍ବେଚ୍ଛାକୃତ ରକ୍ତଦାତାମାନେ ରକ୍ତଦାନ କରୁଥିବା ଦେଖାଯାଇଛି । ଢେଙ୍କାନାଳ ରେଡ଼ କ୍ରସ ପକ୍ଷରୁ କର୍ମଚାରୀମାନେ ଏହି ରକ୍ତଦାନ ଶିବିର ରେ ସହାୟତା କରୁଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.