ETV Bharat / state

ପ୍ରଶାସନର ମଧ୍ୟସ୍ଥତାରେ ତୁଟିଲା ଦୈନିକ ପରିବା ବଜାର ସ୍ଥାନାନ୍ତର ବିବାଦ - ପ୍ରସାଶନର ମଧ୍ୟସ୍ଥତାରେ

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ପଜିଟିଭଙ୍କ ସଂଖ୍ୟା ୫ ଶହ ଟପିସାରିଲାଣି । ଭୁବନର ଦୈନିକ ପରିବା ମାର୍କଟରେ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନୂଆବଜାରରେ ଥିବା ପରିବା ମାର୍କଟକୁ NAC କାର୍ଯ୍ୟାଳୟ ନିକଟ ଯାତ୍ରା ପଡିଆକୁ  ସ୍ଥାନାନ୍ତର କରାଯାଇଥିଲା । ଅଧିକ ପଢନ୍ତୁ...

bhuban vegetable market placement controvercy sloved
ପ୍ରସାଶନର ମଧ୍ୟସ୍ଥତାରେ ଦୈନିକ ପରିବା ବଜାର ସ୍ଥାନାନ୍ତର ବିବାଦ ତୁଟିଲା
author img

By

Published : Sep 5, 2020, 4:51 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫ ଶହ ଟପିସାରିଲାଣି । ଭୁବନର ଦୈନିକ ପରିବା ମାର୍କେଟରେ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନୂଆବଜାରରେ ଥିବା ପରିବା ମାର୍କଟକୁ NAC କାର୍ଯ୍ୟାଳୟ ନିକଟ ଯାତ୍ରା ପଡିଆକୁ ସ୍ଥାନାନ୍ତର କରାଯାଇଥିଲା ।

ପ୍ରସାଶନର ମଧ୍ୟସ୍ଥତାରେ ଦୈନିକ ପରିବା ବଜାର ସ୍ଥାନାନ୍ତର ବିବାଦ ତୁଟିଲା

ଏହି ପରିବା ବଜାର ସ୍ଥାନାନ୍ତରକୁ ନେଇ ପରିବା ବ୍ୟୟସାୟୀ ସଂଘ ପ୍ରତିବାଦ କରି ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଯାହାଫଳରେ କି ୨ ଦିନ ହେଲା ପରିବା ବିକାଳିମାନେ ପରିବା ବିକା ବନ୍ଦ କରି ଦେଇଥିଲେ ।

ଏ ସଂକ୍ରାନ୍ତରେ ଭୁବନ ଏନଏସି କାର୍ଯ୍ୟାଳୟ ଠାରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସହ ପରିବା ବ୍ୟବସାୟୀ ସଂଘ ଆଲୋଚନା କରି ଏହି ସ୍ଥାନ ବିବାଦର ସମାଧାନ କରିଥିବା ଜଣାପଡିଛି ।

କୋଭିଡ-୧୯ ର ସମସ୍ତ ନିୟମକୁ ପାଳନ କରି ପୂନର୍ବାର ନୂଆ ବଜାର ଠାରେ ପରିବା ବ୍ୟବସାୟୀମାନେ ପରିବା ବିକିବେ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିର୍ପୋଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.