ETV Bharat / state

ବତକ ମେଳରୁ 12 ଫୁଟର ଅଜଗର ଉଦ୍ଧାର

author img

By

Published : Sep 3, 2021, 8:56 PM IST

ବତକ ଖାଇବାକୁ ଉଦ୍ୟମ କରୁଥିବା ବେଳେ ଉଦ୍ଦାର ହୋଇଛି ୧୨ ଫୁଟର ଅଜଗର । ସାପକୁ ଉଦ୍ଧାର କରି ବନବିଭାଗର ଉପସ୍ଥିତିରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ । ଅଧିକ ପଢନ୍ତୁ...

12ଫୁଟର ଅଜଗର ଉଦ୍ଧାର
12ଫୁଟର ଅଜଗର ଉଦ୍ଧାର

ଢେଙ୍କାନାଳ: ୧୨ ଫୁଟର ଅଜଗର ଉଦ୍ଧାର । କାମାକ୍ଷାନଗର ବ୍ଲକ ଆମ୍ବଖୋଲକାଟେଣିରୁ ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର । ବତକ ଫାର୍ମକୁ ପସି ବତକ ଖାଇବାକୁ ଉଦ୍ୟମ କରୁଥିବା ବେଳେ ଫାର୍ମ କର୍ମଚାରୀ ତୁରନ୍ତ ସ୍ନେକ ହେଲ୍ପଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ । ଆଉ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି ।

12ଫୁଟର ଅଜଗର ଉଦ୍ଧାର

ସୂଚନାନୁସାରେ ୧୨ ଫୁଟର ବିରାଟ ଅଜଗର ଉଦ୍ଧାର କରିବା ସ୍ନେକ ହେଲ୍ପ ଲାଇନର ସଦସ୍ୟ ମହେନ୍ଦ୍ର ଭୁତିଆ, ତାପସ ମହାଭୋଇ ଓ ସୁଭ୍ରାଶୁଂ ସାହୁ ପହଞ୍ଚି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମାଛିଆ ସଂରକ୍ଷିତ ଜଙ୍ଗଲରେ ବନବିଭାଗର ଉପସ୍ଥିତିରେ ସୁରକ୍ଷିତ ଭାବେ ଛାଡିଦେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.