ETV Bharat / state

ପିସ୍ତଲ ଦେଖାଇ 90 ହଜାର ଲୁଟ୍ - ବନ୍ଧୁକ ମୁନରେ 90000 ଲୁଟ୍

ଢେଙ୍କାନାଳ ସଦର ଥାନା ଅଞ୍ଚଳ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ 90000 ଲୁଟ୍ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ପିସ୍ତଲ ଦେଖାଇ 90,000 ଲୁଟ୍
ପିସ୍ତଲ ଦେଖାଇ 90,000 ଲୁଟ୍
author img

By

Published : Aug 20, 2021, 7:54 AM IST

ଢେଙ୍କାନାଳ: ଜିଲ୍ଲା ସଦର ଥାନା ଅଞ୍ଚଳ ପେଟ୍ରୋଲ ପମ୍ପରୁ ପୁଣି ଲୁଟ୍ ହୋଇଥିବା ଅଭିଯୋଗ । କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭାପୁର ଓସ୍ତପାଳ ନିକଟସ୍ଥ ମାତୃକୃପା ଫିଲିଙ୍ଗ ଷ୍ଟେସନରୁ ୯୦ହଜାର ଟଙ୍କା ଲୁଟି ନେଇଥିବା ସୂଚନା । ଖବର ପାଇ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଛାନଭିନ ଆରମ୍ଭ କରିଛି ।

ପିସ୍ତଲ ଦେଖାଇ 90,000 ଲୁଟ୍
ସୂଚନା ଅନୁଯାୟୀ ଢେଙ୍କାନାଳରେ ଦୁଇ ଦିନ ମଧ୍ୟରେ ଦୁଇଟି ପେଟ୍ରୋଲ ପମ୍ପ ଲୁଟ ହୋଇଛି । ସଦର ପୋଲିସକୁ ଚାଲେଞ୍ଜ କରି ଗୋଟିଏ ପରେ ଗୋଟିଏ ପେଟ୍ରୋଲ ପମ୍ପରେ ପଶି ପିସ୍ତଲ ଦେଖାଇ ଲୁଟି ଚାଲିଛନ୍ତି ଲୁଟେରା । ସଦର ଥାନା ବଳଦିଆବନ୍ଧ ପଣ୍ଡା ପେଟ୍ରୋଲ ପମ୍ପ ପରେ ପୁଣି ଭାପୁର ଅଞ୍ଚଳରେ ଆଉ ଏକ ପେଟ୍ରୋଲ ପମ୍ପ ଲୁଟ ହୋଇଛି ।

ଭାପୁର ଓସ୍ତାପାଳ ନିକଟରେ ଥିବା ମାତୃକୃପା ଫିଲିଙ୍ଗ ଷ୍ଟେସନରେ ପିସ୍ତଲ ଦେଖାଇ ୯୦ ହଜାର ଟଙ୍କା ଲୁଟ୍ ହୋଇଛି । ୩ ଜଣ ଲୁଟେରା ବାଇକରେ ଆସି ଅଚାନକ ପେଟ୍ରୋଲ ପମ୍ପରେ ପଶି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ । ପରେ କ୍ୟାସରେ ଥିବା ପ୍ରାୟ ୯୦ ହଜାର ଟଙ୍କା ଲୁଟି ନେଇ ପଳାଇଥିବା ସିସିଟିଭିରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.