ETV Bharat / state

ଢେଙ୍କାନାଳରେ ୮୬ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୮୩୬କୁ ବୃଦ୍ଧି - ଢେଙ୍କାନାଳରେ ୮୬ କୋରୋନା ପଜିଟିଭ ଚିହ୍ନଟ

ଗୁରୁବାର ଢେଙ୍କାନାଳରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୮୩୬ରେ ପହଞ୍ଚିଛି । ଅଧିକ ପଢନ୍ତୁ...

86 new corona positive identified in dhenkanal
ଢେଙ୍କାନାଳରେ ୮୬ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୮୩୬ କୁ ବୃଦ୍ଧି
author img

By

Published : Sep 17, 2020, 5:00 PM IST

ଢେଙ୍କାନାଳ: ଜିଲ୍ଲାରେ ପ୍ରତ୍ୟେକ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଗୁରୁବାର ଢେଙ୍କାନାଳରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୮୩୬ରେ ପହଞ୍ଚିଛି ।

ଏହି ୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ ୬୨, ସ୍ଥାନୀୟ ସଂକ୍ରମିତ ୧୬ ଓ ଅନ୍ୟ ୮ ଜଣ କଟକ ଓ ଭୁବନେଶ୍ବର ହସପିଟାଲରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳରୁ ୧୯, ସଦରରୁ ୮, କାମାକ୍ଷାନଗର ଓ ଭୁବନ ଏନଏସିରୁ ୯ ଜଣ ଲେଖାଏଁ, ଓଡାପଡାରୁ ୧୫ ଜଣ, ପରଜଙ୍ଗରୁ ୬ ଜଣ, କାମାକ୍ଷାନଗର ଏନଏସିରୁ ୧୦, ଗଦିଁଆ ଓ ହିନ୍ଦୋଳବ୍ଳକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରେ ୮୬ କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୮୩୬ କୁ ବୃଦ୍ଧି

ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସପିଟାଲରେକୁ ପଠାଯାଇଛି । ସେପଟେ ଆଜି ଜିଲ୍ଲାରେ ସର୍ବାଧିକ ୧୫୦ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ଜିଲ୍ଲାରେ ୨୮୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୩୭୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୬୪ ଜଣ ଚିକିତ୍ସିତ ଅଛନ୍ତି ।

ପ୍ରକାଶ ଥାଉ କି ଜିଲ୍ଲାରେ ଏଯାବତ୍ ୫୨୯୯୬ ଜଣଙ୍କ କୋରୋନା ଟେଷ୍ଟ ହୋଇସାରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.