ETV Bharat / state

ବଜ୍ରାଘାତରେ 7 ଗାଈ ମୃତ - 7 cow died by lightning in Dhenkanal

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇଛି । ଫଳରେ 7 ଟି ଗାଈଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଜ୍ରାଘାତରେ 7 ଗାଈ ମୃତ
ବଜ୍ରାଘାତରେ 7 ଗାଈ ମୃତ
author img

By

Published : Jun 10, 2020, 9:21 PM IST

ଢେଙ୍କାନାଳ: କଙ୍କଡାହାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇଛି । ବୁଧବାର ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ କେନ୍ଦୁମୁଣ୍ଡା ଗ୍ରାମରେ ବଜ୍ରାଘାତରେ ୭ ଗୋରୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗୋରୁମାନେ ଚରିବାକୁ ଯାଇଥିବା ସମୟରେ ବର୍ଷା ହୋଇଥିଲା । ତେବେ ଗ୍ରାମର ଏକ ଅର୍ଦ୍ଧ ନିର୍ମିତ ଘରେ ଏହି ଗାଈମାନେ ଆଶ୍ରୟ ନେଇଥିଲା ବେଳେ ବଜ୍ରାପାତ ହୋଇଥିଲା । ଫଳରେ ବଜ୍ରାଘାତରେ 7ଟି ଗାଈଙ୍କ ମୃତ୍ୟୁ ଘଟିଛି । ମୃତ ଗାଈ ଗୁଡିକ କେନ୍ଦୁମୁଣ୍ଡା ଗ୍ରାମର କୁଳମଣି ସାହୁଙ୍କର ୪ଟି ଓ ସୁରେଶ ସାହୁଙ୍କର ୩ଟି ଗାଈ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.