ETV Bharat / state

ଢେଙ୍କାନାଳ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ 5T ସଚିବ

ଢେଙ୍କାନାଳ ଗସ୍ତରେ ଯାଇ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି 5T ସଚିବ କାର୍ତ୍ତିକେୟ ପାଣ୍ଡିଆନ । ଜିଲ୍ଲାରେ କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି 5T ସଚିବ । ଅଧିକ ପଢନ୍ତୁ...

ଢେଙ୍କାନାଳ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ 5T ସଚିବ
ଢେଙ୍କାନାଳ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ 5T ସଚିବ
author img

By

Published : Apr 17, 2020, 5:31 PM IST

ଢେଙ୍କାନାଳ: କୋରୋନା ସ୍ଥିତି ପରଖିବାକୁ ଢେଙ୍କାନାଳ ଗସ୍ତରେ 5T ସଚିବ କାର୍ତ୍ତିକେୟନ ପଣ୍ଡିଆନ । ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ପାଣ୍ଡିଆନ ଢେଙ୍କାନାଳ ଗ୍ରସ୍ତରେ ଯାଇ ସହରର ପୁରୁଣା ଡାକ୍ତରଖାନାରେ ପ୍ରସ୍ତୁତ କୋଭିଡ ହେଲଥ ସେଣ୍ଟରକୁ ପରିଦର୍ଶନ କରିଥିଲେ ।

ଢେଙ୍କାନାଳ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ 5T ସଚିବ

ପାଣ୍ଡିଆନଙ୍କ ଢେଙ୍କାନାଳ ଗସ୍ତ ଅବସରରେ ରାଜ୍ୟ ଉନ୍ନୟନ ସଚିବ ସୁରେଶ ମହାପାତ୍ର ତାଙ୍କ ସାଥିରେ ସାମିଲ ଥିଲେ । ଉଭୟ କୋରୋନା ମୁକାବିଲା ପାଇଁ ପ୍ରସ୍ତୃତି ଓ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବା ପରେ ଢେଙ୍କାନାଳ ଜିଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଓ ଏସପିଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.