ETV Bharat / state

ଢେଙ୍କାନାଳରେ ପୁଣି ୪୦ ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୯୦୩କୁ ବୃଦ୍ଧି - ସଂକ୍ରମିତଙ୍କ ସଂଖ୍ୟା ୯୦୩କୁ ବୃଦ୍ଧି

ଲଗାତାର ଭାବେ ଢେଙ୍କାନାଳ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ରବିବାର ଢେଙ୍କାନାଳ ଜିଲ୍ଲାରେ ୪୦ଜଣ ପୋଜେଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ପଜେଟିଭ ସଂଖ୍ୟା ୯୦୩ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ପୁଣି ୪୦ ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୯୦୩କୁ ବୃଦ୍ଧି

author img

By

Published : Aug 16, 2020, 5:22 PM IST

ଢେଙ୍କାନାଳ: ଲଗାତାର ଭାବେ ଢେଙ୍କାନାଳ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ରବିବାର ଢେଙ୍କାନାଳ ଜିଲ୍ଲାରେ ୪୦ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ପଜିଟିଭ ସଂଖ୍ୟା ୯୦୩ରେ ପହଞ୍ଚିଛି ।

ତେବେ ୪୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନଏସିରୁ ୨୧ଜଣ, ଭୁବନ ବ୍ଳକ ଓଢଣାରୁ ୨, ମାର୍ଥାପୁରରୁ ଜଣେ, ଓଡାପଡା ବ୍ଳକ ଗୁଣ୍ଡିଚାପଡାରୁ ୯ଜଣ, କାମାକ୍ଷାନଗର ଏନଏସିରୁ ୬ଜଣ ଓ ଢେଙ୍କାନାଳ ମୁନିସିପାଲଟି ମୀନାବଜାରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯ଜଣ ହୋମକ୍ବାରେଣ୍ଟାଇନରୁ, ୩୦ଜଣ ଆଣ୍ଟିଜେନ ଟେଷ୍ଟରୁ ଓ ଜଣେ ଏସସିବି ମେଡିକାଲରୁ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ସେମାନେ ରହୁଥିବା ଘର ଓ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି ।ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୯୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋରୋନାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୦୨ ଜଣ ସଂକ୍ରମିତ ଚିକିତ୍ସିତ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.