ETV Bharat / state

ମହୁମାଛି ଆକ୍ରମଣରେ 2 ଛାତ୍ର ସମେତ 3 ଆହତ

ଢେଙ୍କାନାଳ କଙ୍କଡାହାଡ ଥାନା ଡଙ୍ଗାପାଳରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ 2 ଛାତ୍ର ସହ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି ।

honey bee attack
ମହୁମାଛି ଆକ୍ରମଣରେ 3 ଆହତ
author img

By

Published : Dec 20, 2019, 8:53 PM IST

ଢେଙ୍କାନାଳ: ମହୁମାଛି ଆତଙ୍କ । ଢେଙ୍କାନାଳ କଙ୍କଡାହାଡ ଥାନା ଡଙ୍ଗାପାଳରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ 2 ଛାତ୍ର ସହ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି । ସ୍କୁଲ ଯାଉଥିବାବେଳେ ମହୁମାଛି ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରୁଛନ୍ତି ।

ଶୁକ୍ରବାର ମହୁମାଛି ଆକ୍ରମଣରେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ଗ୍ରାମର ମାଧବ ନାୟକ ଏବଂ ଦୁଇଜଣ ତୃତୀୟ ଶ୍ରେଣୀ ସ୍କୁଲ ଛାତ୍ର ଚେଗେରା ମୁଣ୍ଡା ଓ ଗେଜେରା ମୁଣ୍ଡା ଆହତ ହୋଇଛନ୍ତି ।

ମହୁମାଛି ଆକ୍ରମଣରେ 3 ଆହତ

ସ୍କୁଲକୁ ଯାଉଥିବାବେଳେ ଛାତ୍ରମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିବାବେଳେ ମାଧବ ନାଏକ ବାଡିରେ କାଠ ହାଣୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

Intro:ଢେଙ୍କାନାଳ କଙ୍କଡାହାଡ ଡଙ୍ଗାପାଳ ସ୍କୁଲରେ ମହୁମାଛି ଆତଙ୍କ/ମହୁମାଛି ଆକ୍ରମଣରେ ଦୁଇ ଛାତ୍ର ସହ ୩ ଆହତ ।

ଆଙ୍କର- ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡଙ୍ଗାପାଳ ସ୍କୁଲ ନିକଟରେ ମହୁମାଛି ମାନେ ଆତଙ୍କ ଖେଳାଇଛନ୍ତି। ଏପରିକି ସ୍କୁଲକୁ ଯାଉଥିବାବେଳେ ଏହି ମହୁମାଛି ମାନେ ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରୁଛନ୍ତି। Body:ଶୁକ୍ରବାର ଏହି ମହୁମାଛି ଆକ୍ରମଣରେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ମାନେ ହେଲେ ଗ୍ରାମର ମାଧବ ନାଏକ ଓ ଦୁଇ ଜଣ ତୃତୀୟ ଶ୍ରେଣୀର ସ୍କୁଲ ଛାତ୍ର ଚେଗେରା ମୁଣ୍ଡା ଓ ଗେଜେରା ମୁଣ୍ଡା । ସ୍କୁଲକୁ ଯାଉଥିବା ବେଳେ ଛାତ୍ର ମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଏବଂ ମାଧବ ନାଏକ ବାଡିରେ କାଠ ହାଣୁଥିବା ବେଳେ ମହୁମାଛି ଅାକ୍ରମଣ କରିଥିଲା । ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । Conclusion:ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁ ଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.