ETV Bharat / state

ବାରହା ଶିକାରୀକୁ କାବୁ କଲା ବନ ବିଭାଗ - ବନ ବିଭାଗ

ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ବନାଞ୍ଚଳରୁ ୨୦ କିଲୋଗ୍ରାମ ବାରହା ମାଂସ ଜବତ ସହ ଜଣକୁ ଗିରଫ କଲା ବନ ବିଭାଗ। ଅଧିକ ପଢନ୍ତୁ...

ବାରହା ଶିକାରୀକୁ କାବୁ କଲା ବନ ବିଭାଗ
ବାରହା ଶିକାରୀକୁ କାବୁ କଲା ବନ ବିଭାଗ
author img

By

Published : Oct 30, 2020, 10:23 PM IST

ଢେଙ୍କାନାଳ: କୋଡିଏ କିଲୋଗ୍ରାମ ବାରହା ମାଂସ ଜବତ ସହ ଜଣକୁ ଗିରଫ କଲା ବନ ବିଭାଗ। ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ବନାଞ୍ଚଳରୁ ୨୦ କିଲୋଗ୍ରାମ ବାରହା ମାଂସ ଜବତ ସହ ଜଣକୁ ଗିରଫ କଲା ବନ ବିଭାଗ।

ବାରହା ଶିକାରୀକୁ କାବୁ କଲା ବନ ବିଭାଗ

ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରି ଚାଲିଥିଲେ ଶିକାରୀ । ଜଙ୍ଗଲରେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ କାବୁ କରୁଥିବା ଶିକାରୀ ଶେଷରେ ବନ ବିଭାଗ ହାତରେ ଧରାପଡିଛନ୍ତି । ଗିରଫ ବାରହା ଶିକାରୀ ଜଣଙ୍କ ସ୍ଥାନୀୟ ବିରିବୋଲେଇ ଗ୍ରାମର ଉପେଦ୍ର ସାହୁ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.