ETV Bharat / state

ଢେଙ୍କାନାଳରେ ଜନ୍ମ ହେଲେ ଯୋଡା ଶିଶୁ କନ୍ୟା

ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆଙ୍କ ପରେ ରାଜ୍ୟରେ ଜନ୍ମ ନେଲେ ଯୋଡାଛାତି ଶିଶୁ କନ୍ୟା । ସୋମବାର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ପେଟ ଓ ଛାଡି ଯୋଡିହୋଇ ରହିଥିବା 2 ଶିଶୁ କନ୍ୟା ଜନ୍ମ ନେଇଛନ୍ତି ।

author img

By

Published : Jul 1, 2019, 8:21 PM IST

ଅନୁଗୋଳ/କଟକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡା ଶିଶୁ କନ୍ୟା । 2 ଜଣଙ୍କ ଛାତି ଓ ପେଟ ଯୋଡି ହୋଇ ରହିଛି । ତେବେ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ସେମାନଙ୍କୁ କଟକ ଶିଶୁ ଭବନ ସ୍ଥାନନ୍ତରଣ କରାଯାଇଥିଲା । ଏଠାରେ ଉଭୟ ତୁରନ୍ତ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ସେମାବାର ଜିଲ୍ଲାର ପରଜଙ୍ଗ ଥାନା ଖଳାପାଳ ଗ୍ରାମର ପ୍ରଦୀପ ବେହେରା ଓ ରତ୍ନ ବେହେରାଙ୍କ କୋଳରେ ଏହି 2 ଶିଶୁ ଜନ୍ମ ନେଇଛନ୍ତି । ଡାକ୍ତର ଙ୍କ କହିବା ଅନୁଯାୟୀ ଝିଅ ଦୁଇଟିଙ୍କ ଓଜନ 4.5 କେଜି ରହିଛି । ହେଲେ ଶରୀର ଯୋଡି ହୋଇଥିବା ରୁ ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଛି । ଏଣୁ ତାଙ୍କୁ କଟକ ଶିଶୁ ଭବନର ଆଇସିୟୁରେ ରଖାଯାଇଛି । ତେବେ 2 ଶିଶୁଙ୍କ ସୁସ୍ଥ ରଖିବା ଏବେ ଏହା ଡାକ୍ତରଙ୍କ ପାଈଁ ଏହା ଚ୍ୟାଲେଞ୍ଜିଙ୍ଗ ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଓ କଟକରୁ ନାରାୟଣ ସାହୁ ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.